Veteran Telugu Actor Death / ୮୩ ବର୍ଷରେ ଆଖି ବୁଜିଲେ ଦିଗ୍ଗଜ ଅଭିନେତା ଗିରିବାବୁ; ୬୦୦ରୁ ଅଧିକ ଫିଲ୍ମରେ କରିଛନ୍ତି ଯାଦୁ
·57 mins ago·2 min read

Key Points
ଆଖି ବୁଜିଲେ ଲୋକପ୍ରିୟ ଅଭିନେତା ଗିରିବାବୁ
୬୦୦ରୁ ଅଧିକ ଫିଲ୍ମରେ କରିଛନ୍ତି ଯାଦୁ
ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା
୬୦୦ରୁ ଅଧିକ ଫିଲ୍ମରେ କରିଛନ୍ତି ଯାଦୁ
ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା
ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଆଉ ନାହାନ୍ତି ଦକ୍ଷ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଗିରିବାବୁ । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ନଭେମ୍ବର ୧୪ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାରା ଦକ୍ଷିଣ ଭାରତୀୟ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।


ପଢନ୍ତୁ ଏହି ଖବର: ଚର୍ଚ୍ଚିତ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କ ଘରେ ଶୋକର ଛାୟା
୬୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଗିରି ବାବୁ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ଅଭିନୟ ଏବଂ ସିନେମା ଜଗତ ପ୍ରତି ଅବଦାନ ସବୁଦିନ ପାଇଁ ଦର୍ଶକଙ୍କ ମନରେ ଅମର ହୋଇ ରହିବ ।
- ପାଞ୍ଚ ଦଶନ୍ଧିର ଅଭିନୟ ଯାତ୍ରା

- ଅଭିନୟ ସହ ନିର୍ଦ୍ଦେଶନା ଓ ପ୍ରଯୋଜନାରେ ମଧ୍ୟ ଥିଲା ରୁଚି

- ଚିରଞ୍ଜୀବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
ప్రముఖ సీనియర్ నటుడు, దర్శక నిర్మాత గిరిబాబు మరణం విచారకరం. ప్రకాశం జిల్లాలో ఒక సామాన్య వ్యవసాయ కుటుంబంలో జన్మించిన గిరిబాబు ఐదు దశాబ్దాల పాటు 600లకు పైగా చిత్రాల్లో నటించి... విలన్గా, హాస్యనటుడిగా ఇంకా క్యారెక్టర్ ఆర్టిస్టుగా ప్రేక్షకులను మెప్పించారు. గిరిబాబు ఆత్మకు శాంతి చేకూరాలని ప్రార్థిస్తున్నాను. వారి కుటుంబసభ్యులకు ప్రగాఢ సానుభూతిని తెలియజేస్తున్నాను.
— N Chandrababu Naidu (@ncbn) November 14, 2026
- ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶ୍ରଦ୍ଧାଞ୍ଜଳି
ପଢନ୍ତୁ ଏହି ଖବର: ଚର୍ଚ୍ଚିତ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କ ଘରେ ଶୋକର ଛାୟା
୬୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଗିରି ବାବୁ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ଅଭିନୟ ଏବଂ ସିନେମା ଜଗତ ପ୍ରତି ଅବଦାନ ସବୁଦିନ ପାଇଁ ଦର୍ଶକଙ୍କ ମନରେ ଅମର ହୋଇ ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories