Trisha Cryptic Post / ତାମିଲନାଡୁରେ ଶପଥ ଗ୍ରହଣ ପୂର୍ବରୁ ତ୍ରିଶାଙ୍କ ପୋଷ୍ଟ ଭାଇରାଲ, ଇନଷ୍ଟାରେ ଲେଖିଲେ IYKYK...
·2 hours ago·2 min read

Key Points
ତାମିଲନାଡୁରେ ନୂଆ ସରକାରକୁ ନେଇ ଅସ୍ଥିରତା ଜାରି
ଯଦି TVK ସରକାର ଗଢେ, ତେବେ ସିଏମ ହେବେ ବିଜୟ
ଏହା ପୂର୍ବରୁ ତ୍ରିଶାଙ୍କ ପୋଷ୍ଟ ହେଉଛି ଭାଇରାଲ୍
ଯଦି TVK ସରକାର ଗଢେ, ତେବେ ସିଏମ ହେବେ ବିଜୟ
ଏହା ପୂର୍ବରୁ ତ୍ରିଶାଙ୍କ ପୋଷ୍ଟ ହେଉଛି ଭାଇରାଲ୍
ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୪ ଦିନ ବିତିଗଲାଣି, କିନ୍ତୁ ସରକାରକୁ ନେଇ ସସପେନ୍ସ ଜାରି ରହିଛି । ଥାଲାପତି ବିଜୟଙ୍କ ଟିଭିକେ ନିର୍ବାଚନରେ ବହୁମତ ହାସଲ କରି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ବିଜୟ ଏବେ ସରକାର ଗଠନ ପାଇଁ ୨ ବିଧାୟକଙ୍କ ସମର୍ଥନ ଲୋଡୁଛନ୍ତି । ଯଦି ଟିଭିକେ ସରକାର ଗଢେ ତେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ବିଜୟ ଦାୟିତ୍ୱ ଗ୍ରହଣ କରିବେ । ଏହି ସମୟରେ ବିଜୟଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖବରର ଶିରୋନାମାରେ ଅଛି । ବିଜୟ ଏବଂ ତ୍ରିଶା କୃଷ୍ଣନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ତ୍ରିଶା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହାକି ବେଶ ଭାଇରାଲ ହେବାରେ ଲାଗିଛି ।
ପଢନ୍ତୁ ଏହି ଖବର: ତାମିଲନାଡୁରେ ସରକାର ଗଢିପାରିବେ ତ ବିଜୟ ? ଶପଥ ନେଇ ଦ୍ଵନ୍ଦ୍ଵ; ମିଳୁନି ୨ ବିଧାୟକଙ୍କ ସମର୍ଥନ
- ତ୍ରିଶାଙ୍କ କ୍ରିପ୍ଟିକ୍ ପୋଷ୍ଟ
- ତ୍ରିଶା-ବିଜୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍
- ହିଟ୍ ବିଜୟ-ତ୍ରିଶାଙ୍କ ଅନସ୍କ୍ରିନ୍ ଯୋଡ଼ି
ପଢନ୍ତୁ ଏହି ଖବର: ତାମିଲନାଡୁରେ ସରକାର ଗଢିପାରିବେ ତ ବିଜୟ ? ଶପଥ ନେଇ ଦ୍ଵନ୍ଦ୍ଵ; ମିଳୁନି ୨ ବିଧାୟକଙ୍କ ସମର୍ଥନ
- ବିଜୟ ବିବାହିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories