VijayaRashmika Wedding / ସାମ୍ନାକୁ ଆସିଲା ବିଜୟ-ରଶ୍ମୀକାଙ୍କ ଓ୍ବେଡିଂ ଡେଟ: ରାଜସ୍ଥାନରେ କରିବେ ବିବାହ
·10 months ago·2 min read

Key Points
"ଥାମା" ଚଳଚ୍ଚିତ୍ରରେ ନିଜର ଶକ୍ତିଶାଳୀ ଅଭିନୟ ଦ୍ୱାରା ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ ରଶ୍ମିକା ମନ୍ଦାନା। ଏବେ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ପୁଣିଥରେ ଖବରରେ ଅଛନ୍ତି।
"ଥାମା" ଚଳଚ୍ଚିତ୍ରରେ ନିଜର ଶକ୍ତିଶାଳୀ ଅଭିନୟ ଦ୍ୱାରା ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ ରଶ୍ମିକା ମନ୍ଦାନା। ଏବେ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ପୁଣିଥରେ ଖବରରେ ଅଛନ୍ତି। ଏଥର ରଶ୍ମିକା ବିଜୟ ଦେବରକୋଣ୍ଡାଙ୍କ ସହିତ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କିଛି ଦିନ ପୂର୍ବରୁ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା। ଏବେ ବିବାହ ତାରିଖ ପ୍ରକାଶ ପାଇଛି।
ଏହାସହ ପଢ଼ନ୍ତୁ: ବିଜୟ ପରେ ବଲିଉଡରେ ପ୍ରଶଂସାର ଛୁଟୁଛି ସୁଅ: ଜଣାଇଲେ ଶୁଭେଚ୍ଛା
କେବେ ଏବଂ କେଉଁଠାରେ ହେବ ବିବାହ ?
ରିପୋର୍ଟ ଅନୁଯାୟୀ, ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ୨୬ ଫେବୃଆରୀ ୨୦୨୬ରେ ସେମାନଙ୍କ ପରିବାର ଏବଂ ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ପ୍ଲାନ କରୁଛନ୍ତି। ବିଜୟଙ୍କ ଜଣେ ନିକଟତମ ବନ୍ଧୁ ସେମାନଙ୍କ ବିବାହ ପ୍ଲାନିଂ ପ୍ରକାଶ କରିଛନ୍ତି। ଏହି ଖବର ରଶ୍ମିକା ଏବଂ ବିଜୟଙ୍କ ପ୍ରଶଂସକମାନଙ୍କୁ ବହୁତ ଖୁସି କରିଛି। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ରଶ୍ମିକା ଏବଂ ବିଜୟ ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇ ନିଷ୍ପତ୍ତି ନେଇଛନ୍ତି। ନିକଟରେ ରଶ୍ମିକାଙ୍କୁ ଅନେକ ଥର ନିର୍ବନ୍ଧ ମୁଦି ପିନ୍ଧିଥିବାର ଦେଖାଯାଇଛି। ଉଭୟ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ବିଷୟରେ ନୀରବ ରହିଛନ୍ତି। ଦୁହେଁ ସେମାନଙ୍କ ନିର୍ବନ୍ଧ କିମ୍ବା ବିବାହ ବିଷୟରେ କିଛି କହି ନାହାଁନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମ ଥର କେବେ ଦେଖା ହୋଇଥିଲେ?
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ପ୍ରଥମ ଥର ପାଇଁ ୨୦୧୮ରେ "ଗତା ଗୋବିନ୍ଦମ୍" ଫିଲ୍ମର ସେଟରେ ଦେଖା ହୋଇଥିଲେ। ପରେ ସେମାନେ "ଡିୟର କମ୍ରେଡ୍" ଫିଲ୍ମରେ ଏକାଠି ହୋଇଥିଲେ। ଦର୍ଶକ ଉଭୟ ଫିଲ୍ମରେ ସେମାନଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ। ସେମାନଙ୍କର ବଣ୍ଡ ଧିରେ ଧିରେ ନିକଟତର ହୋଇଥିଲା । କହିବାକୁ ଗଲେ ବିଜୟଙ୍କ ପୂର୍ବରୁ ରଶ୍ମିକା ୨୦୧୭ରେ କନ୍ନଡ ଅଭିନେତା ରକ୍ଷିତ ଶେଟ୍ଟିଙ୍କ ସହ ନିର୍ବନ୍ଧ କରିଥିଲେ। ହେଲେ ୨୦୧୮ରେ ସେମାନଙ୍କର ନିର୍ବନ୍ଧ ଭାଙ୍ଗିଯାଇଥିଲା ଏବଂ ସେମାନେ ଅଲଗା ହୋଇଗଲେ।
ଏହାସହ ପଢ଼ନ୍ତୁ: ୪୨ ବର୍ଷରେ ମା' ହେଲେ କାଟ୍ରିନା କୈଫ: ପୁତ୍ରସନ୍ତାନକୁ ଦେଲେ ଜନ୍ମ
ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖୁସି ଖବର। ବି-ଟାଉନର ଅଭିନେତ୍ରୀ କାଟ୍ରିନା କୈଫ ଏବଂ ବିକ୍କି କୌଶଲ ଏବେ ପିତାମାତା ହୋାଇଛନ୍ତି। କ୍ୟାଟ-ବିକିଙ୍କ ଘରକୁ ରାଜକୁମାର ଆସିଛି। ବିକ୍କିଙ୍କ ପିତାମାତା ପ୍ୟାରେଣ୍ଟ ହେବା ଖୁସିରେ ପାଦ ତଳେ ଲାଗୁନି। ବିକିଙ୍କ ସାନ ଭାଇ ସନି କୌଶଲ ବି ପୁତୁରା ଆସିବା ଖୁସିରେ ଖୁବ ଉତ୍ସାହିତ ହୋଇପଡ଼ିଛନ୍ତି।
ବିକ୍କି କୌଶଲ ଏବଂ କ୍ୟାଟ୍ରିନା ସେମାନଙ୍କ ପ୍ରେଗେନ୍ସି ଖବର ବହୁତ ବିଳମ୍ବରେ ଘୋଷଣା କରିଥିଲେ। କିନ୍ତୁ ବେବି ଆସିବା ଖବର ସାଙ୍ଗେ ସାଙ୍ଗେ ଇନଷ୍ଟାରେ ପୋଷ୍ଟ କରି ଜଣାଇଛନ୍ତି। ଘରକୁ କୁନି ରାଜକୁମାର ଆସିଛନ୍ତି। ବିକି ଇନଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି ବହୁତ ଖୁସି ଲାଗିଛି। "ଭଗବାନଙ୍କ ଆଶୀର୍ବାଦ ଆମ ସହ ରହିଛି।" ଓମ୍।

Related Topics
Explore more stories