Pawan Kalyan Third Wife / ପୱନ କଲ୍ୟାଣଙ୍କ ତୃତୀୟ ପତ୍ନୀ ଅନ୍ନା କୋନିଡେଲା କିଏ ? ହେବ ଛାଡ଼ପତ୍ର, କେମିତି ଭେଟ ହୋଇଥିଲେ
·1 hour ago·2 min read

Key Points
ସାଉଥ୍ ସୁପରଷ୍ଟାର ପୱନ କଲ୍ୟାଣ ଏବେ ଚର୍ଚ୍ଚାରେ
ବିଦେଶୀ ପତ୍ନୀ ଅନ୍ନାଙ୍କୁ ଛାଡ଼ପତ୍ର ଦେବେ ଆକ୍ଟର
କେମିତି ଭାରତ ବୋହୂ ହେଇଥିଲେ ଅନ୍ନା ?
ବିଦେଶୀ ପତ୍ନୀ ଅନ୍ନାଙ୍କୁ ଛାଡ଼ପତ୍ର ଦେବେ ଆକ୍ଟର
କେମିତି ଭାରତ ବୋହୂ ହେଇଥିଲେ ଅନ୍ନା ?
ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ତଥା ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ନିଜ ତୃତୀୟ ପତ୍ନୀ ଅନ୍ନା କୋନିଡେଲାଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି । ଯାହାଙ୍କ ସହ ୧୩ ବର୍ଷର ବୈବାହିକ ସମ୍ପର୍କ ଶେଷ କରିବେ । ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣ ଓ ତାଙ୍କ ପତ୍ନୀ ଅନ୍ନା କୋନିଡେଲା ପରସ୍ପରଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଉଭୟଙ୍କ ସହମତିରେ ଏହି ନିଷ୍ପତ୍ତି ହୋଇଥିବା ଏକ ମିଳିତ ବିବୃତିରେ କୁହାଯାଇଛି । ତେବେ ଏହି ଖବର ପରେ ଚର୍ଚ୍ଚାକୁ ଆସିଛନ୍ତି ଅନ୍ନା।
ପଢନ୍ତୁ ଏହି ଖବର: ୧୩ବର୍ଷର ସମ୍ପର୍କ ଭାଙ୍ଗିଲା…ତୃତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେବେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ
- କିଏ ଅନ୍ନା କୋନିଡେଲା?
- କେବେ ହୋଇଥିଲା ବିବାହ?
ପଢନ୍ତୁ ଏହି ଖବର: ୧୩ବର୍ଷର ସମ୍ପର୍କ ଭାଙ୍ଗିଲା…ତୃତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେବେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପରସ୍ପର ସହମତିରେ ଛାଡ଼ପତ୍ର
Related Topics
Explore more stories