Gold Price Falls / ୧୩ ଦିନରେ ୧୩ହଜାର ରୁପା ଶସ୍ତା, ଆଜି ବି କମିଲା; ସୁନାଦରରେ ବି ବଡ଼ ହ୍ରାସ
·2 months ago·2 min read

Key Points
ହ୍ରାସ ପାଉଛି ସୁନାରୁପା ଦର
ଆଦୌ ସୁଯୋଗକୁ ହାତଛଡ଼ା କରନ୍ତୁନି
ଜାଣନ୍ତୁ ଆଜିର ଦର କେତେ
ଆଦୌ ସୁଯୋଗକୁ ହାତଛଡ଼ା କରନ୍ତୁନି
ଜାଣନ୍ତୁ ଆଜିର ଦର କେତେ
ଭୁବନେଶ୍ଵର: ମୂଲ୍ୟବାନ ଧାତୁ ସୁନା ଓ ରୁପା ଦର ଲଗାତାର ହ୍ରାସ ପାଇବାରେ ଲାଗିଛି । ଗତ ସପ୍ତାହରେ ଉଭୟ ଧାତୁର ଦାମ କମିଥିବାବେଳେ ଆଜି ସପ୍ତାହର ପ୍ରଥମ ଦିନ ସୋମବାରରେମଧ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅର୍ଥାତ MCXରେ ଉଭୟ ଧାତୁର ଦର ହଠାତ୍ ହ୍ରାସ ପାଇଛି । ଏବେ ରୁପା ଦାମ ୫୦୦୦ ଟଙ୍କା କମିଯାଇ ପ୍ରତି କିଲୋଗ୍ରାମ ପିଛା ୨.୧୭ ଲକ୍ଷ ଟଙ୍କାରେ ପହଞ୍ଚିଛି । ଯଦି ଆମେ କେବଳ ଜୁଲାଇ ମାସ କଥା କହିବା ତେବେ ରୁପା ଦର ୧୩ ଦିନ ମଧ୍ୟରେ ୧୩,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ସେପଟେ ସୁନା ମଧ୍ୟ ସର୍ବୋଚ୍ଚ ସ୍ତରରୁ ୬୦,୦୦୦ ଟଙ୍କା କମିଛି ।
ପଢନ୍ତୁ ଏହି ଖବର: ବିଦେଶରୁ ଫେରି ଝିଅ ଖୋଲିଲା ସୁନା ଅଳଙ୍କାର ବାକ୍ସ; ମା' ଆଖିରେ ଲୁହ..
- ରୁପା ଦାମରେ ହଠାତ୍ ବଡ଼ ଧରଣର ହ୍ରାସ
- ସୁନା କେତେ କମିଲା ?
ପଢନ୍ତୁ ଏହି ଖବର: ବିଦେଶରୁ ଫେରି ଝିଅ ଖୋଲିଲା ସୁନା ଅଳଙ୍କାର ବାକ୍ସ; ମା' ଆଖିରେ ଲୁହ..
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସୁନା ଏହାର ସର୍ବୋଚ୍ଚ ସ୍ତରରୁ କେତେ କମିଲା ?
Related Topics
Explore more stories