Gold Jewellery Gift / ବିଦେଶରୁ ଫେରି ଝିଅ ଖୋଲିଲା ସୁନା ଅଳଙ୍କାର ବାକ୍ସ; ମା' ଆଖିରେ ଲୁହ..
·1 hour ago·2 min read

Key Points
ଜର୍ମାନୀରୁ ଫେରି ମାଆକୁ ସରପ୍ରାଇଜ୍ ଦେଲେ ବଂଶିକା
ମାଆ ଆଗରେ ଖୋଲିଲେ ବାକ୍ସ, କାନ୍ଦିପକାଇଲା ମାଆ
ମାଆ ଆଗରେ ଖୋଲିଲେ ବାକ୍ସ, କାନ୍ଦିପକାଇଲା ମାଆ
ସିମଲା: ମାଆ-ଝିଅ ସମ୍ପର୍କର ଏକ ପ୍ରେମଭରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡିଓରେ ଜଣେ ଝିଅ ୪ବର୍ଷ ପରେ ବିଦେଶରୁ ଫେରୁଛି । ଆଉ ନିଜ ମାଆକୁ ଦେଇଛି ବଡ଼ ଉପହାର । ଯାହାକୁ ଦେଖିଲା ପରେ ମହିଳା ଜଣକ ନିଜର ଲୁହକୁ ରୋକି ପାରିନାହାନ୍ତି । ତାଙ୍କ ଆଖିରେ ଦିଶିଛି ଗର୍ବର ଲୁହ । ଝିଅ ନିଜ କଷ୍ଟ ଅର୍ଜିତ ଧନରେ ମାଆ ପାଇଁ କିଣି ଆଣିଛି ସୁନା ଅଳଙ୍କାର । ଏହି ଭିଡିଓ ପ୍ରତିଟି ମାଆର ହୃଦୟକୁ ଛୁଇଁଛି ।
ଏହି ଭିଡିଓ ହିମାଚଳ ପ୍ରଦେଶର କଣ୍ଟେଣ୍ଟ କ୍ରିଏଟର ବଂଶିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି । ସେ ଏବେ ଜର୍ମାନୀରେ ରହୁଛନ୍ତି, ଯେଉଁଠିକୁ ସେ ନିଜର ସ୍ଵପ୍ନ ପୂରଣ କରିବା ଲାଗି ୪ବର୍ଷ ପୂର୍ବେ ଘରୁ ପାଦ କାଢିଥିଲେ । ସେତେବେଳେ ସାତ ଦରିଆ ପାରି ହୋଇ ଯାଉଥିବା ଝିଅକୁ ପରିବାର ଅଟକାଇନଥିଲେ, ବରଂ ତାଙ୍କୁ ସାହାସ ଦେଇଥିଲେ । ଆଜି ଯେତେବେଳେ ଝିଅ ନିଜର ସ୍ଵପ୍ନ ପୂରଣ କରି ସଫଳତା ହାସଲ କରିଛି ସେତେବେଳେ ପରିବାର ବେଶ ଖୁସିବ୍ୟକ୍ତ କରିଛନ୍ତି ।
ପଢନ୍ତୁ ଏହି ଖବର: ପୁଣି ହଠାତ୍ ଶସ୍ତା ହେଲା ମୂଲ୍ୟବାନ ଧାତୁ, ରୁପା ୧.୯୮ ଲକ୍ଷ ଶସ୍ତା, ସୁନା ଏତିକି...

- ମାଆ ପାଇଁ ଆଣିଲେ ସୁନାର ଗହଣା
- 'ଚାରି ବର୍ଷ ପୂର୍ବେ ମୁଁ ଏହି ସ୍ୱପ୍ନ ଦେଖିଥିଲି'
ପଢନ୍ତୁ ଏହି ଖବର: ପୁଣି ହଠାତ୍ ଶସ୍ତା ହେଲା ମୂଲ୍ୟବାନ ଧାତୁ, ରୁପା ୧.୯୮ ଲକ୍ଷ ଶସ୍ତା, ସୁନା ଏତିକି...
- ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories