Gold Today / ମାଣବସା ଗୁରୁବାରରେ ବଢ଼ିଲା ସୁନା ଦର! ଗୋଟିଏ ଦିନରେ ଏତେ ବଢିଗଲା ଦାମ୍! ରୂପା ବି ବଢିଲା…
·10 months ago·2 min read

Key Points
ପ୍ରାରମ୍ଭିକ କାରବାରରେ MCXରେ ସୁନା 0.32 ପ୍ରତିଶତ ବୃଦ୍ଧି ପାଇ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୧,୨୭, ୮୦୦ ରେ ପହଞ୍ଚିଛି।
କିଛି ଦିନର ଆଶ୍ବସ୍ତି ପରେ ପୁଣି ବଢିଲା ସୁନା-ରୂପା ଦର । ଆଜି ଗୁରୁବାର ସାକଳୁ ସୁନା-ରୂପା ଦରରେ ଏତେ ବଡ଼ ପରିମାଣର ବୃଦ୍ଧି ଦେଖାବାକୁ ମିଳିଛି । ଦିଲ୍ଲୀରେ, ଦୃଢ଼ ବିଶ୍ୱ ସଙ୍କେତ ମଧ୍ୟରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୨.୨୯୦ ଟଙ୍କା ବୃଦ୍ଧି ପାଇଛି।
ଏହାସହ ପଢ଼ନ୍ତୁ: ଗତ ୩ ଦିନ ଧରି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର
ଗୁରୁବାର ପ୍ରାରମ୍ଭିକ କାରବାରରେ ସୁନା ବଜାରରେ ବୃଦ୍ଧି ପରିଲକ୍ଷିତ ହେଉଛି। ପ୍ରାରମ୍ଭିକ କାରବାରରେ MCXରେ ସୁନା 0.32 ପ୍ରତିଶତ ବୃଦ୍ଧି ପାଇ
୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୧,୨୭, ୮୦୦ ରେ ପହଞ୍ଚିଛି। ରୂପା ମଧ୍ୟ ୧.୩୫ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋ 1,64,281 ରେ ପହଞ୍ଚିଛି। ଡଲାରର ଦୁର୍ବଳତା ଏବଂ ଜିଓପଲିଟିକାଲ ଚିନ୍ତା ଯୋଗୁଁ ମୂଲ୍ୟବାନ ଧାତୁର ଦରଦାମ ବୃଦ୍ଧି ପାଇଛି।
ସେହିପରି 22 କ୍ୟାରେଟ ସୁନା ଦାମ ଭାରତୀୟ ବଜାରରେ ୧ ଲକ୍ଷ ୧୭ହଜାର ୧୫୦ରେ ପହଞ୍ଚିଛି । ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରୁବାର ଦର ଦାମ ବଢିଥିବାର ଦେଖିବାକୁ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି1 ଲକ୍ଷ 17 ହଜାର 150 ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି 1 ଲକ୍ଷ 27 ହଜାର 800 ଟଙ୍କା ରହିଛି । ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ଦର ବଢିଥିବା ଦେଖିବାକୁ ମିଳିଛି।
ଏହାସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !
ନିବେଶ ଭିତରେ ସୁନାରେ ଟଙ୍କା ଖଟାଇବାକୁ ସବୁଠାରୁ ସୁରକ୍ଷିତ ବିବେଚନା କରାଯାଏ । ଆଉ ଯେବେ ଦୁନିଆରେ ଯୁଦ୍ଧର କଳାବାଦଳ ଛାଇ ରହିଥାଏ, ସେତେବେଳେ ନିବେଶକ ସୁନା କିଣିବାକୁ ଦୌଡ଼ିଥାନ୍ତି । କାରଣ ବଜାରରେ ବଢ଼ି ଯାଇଥାଏ ଅନିଶ୍ଚିତତା । କିନ୍ତୁ ଦୁନିଆରେ ଶାନ୍ତି ଫେରିଲେ, ଖସେ ସୁନାର ମୂଲ୍ୟ ।
ଆଉ ଏବେର ସମୟରେ ସେଭଳି କିଛି ସଂକେତ ମିଳୁଛି । ଯାହା ଆଗାମୀ ଦିନ କିମ୍ବା ମାସରେ ସୁନାର ମୂଲ୍ୟ ହ୍ରାସର ସମ୍ଭାବନାକୁ ଦୃଢ଼ କରୁଛି । ଆଶା କରାଯାଉଛି ୧୦ ଗ୍ରାମ ସୁନା ମୂଲ୍ୟ ଲକ୍ଷେ ତଳକୁ ଖସି ଆସିବ । ଆସନ୍ତୁ ଜାଣିବା ଏହା ପଛର ୪ଟି ବଡ଼ କାରଣ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ୪ ପଦକ୍ଷେପ କମାଇ ପାରେ ସୁନାର ଭାଉ ।
ଦୁନିଆରେ ଗତ କିଛିମାସ ହେଲା ଦରବୃଦ୍ଧି, ଯୁଦ୍ଧ, ଟାରିଫ୍ ଭିତରେ ସୁନା-ରୂପା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଆଉ ସେସବୁ ସ୍ଥିତି ଏବେ ଧିରେ ଧିରେ ଠିକ୍ ହେବାକୁ ଯାଉଛି । ସଂକେତ ମିଳୁଛି, ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଧୁରୁଛି । ଯାହା ଫଳରେ ନିବେଶକ ସେୟାର ବଜାର ଆଡ଼କୁ ଢଳିବା ସହ ଫିକା ପଡ଼ିପାରେ ସୁନା ଓ ରୂପାର ଚମକ ।

Related Topics
Explore more stories