Gold Price Falling / କମିଲା ସୁନା ଦର; ଆଗକୁ ଆହୁରି କମିବ କହିଲେ ଅର୍ଥନୀତି ବିଶେଷଜ୍ଞ
·1 month ago·3 min read

Key Points
ଗତ ୨ଦିନ ମଧ୍ୟରେ ୧୦୦୦ଟଙ୍କା ପାଖାପାଖି ଶସ୍ତା ହେଲା ସୁନା
ଏହି ଦର ଆଗକୁ ଆହୁରି କମିବା ନେଇ ଅର୍ଥନୀତି ବିଶେଷଜ୍ଞ
ବର୍ତ୍ତମାନ ଦରରୁ ୬ରୁ ୭ ପ୍ରତିଶତ କମିଯିବ ସୁନା
ଏହି ଦର ଆଗକୁ ଆହୁରି କମିବା ନେଇ ଅର୍ଥନୀତି ବିଶେଷଜ୍ଞ
ବର୍ତ୍ତମାନ ଦରରୁ ୬ରୁ ୭ ପ୍ରତିଶତ କମିଯିବ ସୁନା
ଭୁବନେଶ୍ଵର/ନୂଆଦିଲ୍ଲୀ: ଘରୋଇ ବଜାରରେ ଆଜି ସୁନା ଦାମ ଖସିଥିବା ଜଣାପଡ଼ିଛି । ରବିବାର ଓ ସୋମବାର ମଧ୍ୟରେ ସୁନା ଦାମ ପାଖାପାଖି ୧୦୦୦ ଟଙ୍କା ଶସ୍ତା ହୋଇଛି । ଆଜି ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ଗ୍ରାମ ପିଛା ୧୪,୪୦୦ ଟଙ୍କା ରହିଛି । ଏହି ଦର ଆଗକୁ ଆହୁରି କମିବ ବୋଲି ସୂଚନା ଦେଇଛନ୍ତି ଅର୍ଥନୀତି ବିଶେଷଜ୍ଞ ତ୍ରିନାଥ ଲେଙ୍କା । ବର୍ତ୍ତମାନ ଦାମରୁ ୬ରୁ ୭ ପ୍ରତିଶତ ସୁନା ଦାମ୍ କମିବ ବୋଲି ସେ କହିଛନ୍ତି, ଯାହାକି ମଧ୍ୟବିତ୍ତ ପରିବାରକୁ ସାମାନ୍ୟ ଆଶ୍ଵସ୍ତି ଦେଇଛି ।
- ୨୨ ଓ ୧୮ କ୍ୟାରେଟ୍ ସୁନା ଦାମ କେତେ ?
- ସୁନା ଦରରେ ମିଳିବ ଆଶ୍ୱସ୍ତି
- କେଉଁ ସହରରେ କେତେ ଦାମ ସୁନା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବନ୍ୟା ପରେ ପରିବା ବଜାରରେ ନିଆଁ; କନ୍ଦାଇଲାଣି ଦାମ, କେଉଁଠି କେତେ ଦର ଜାଣନ୍ତୁ
- ରୁପା ଦାମ କେତେ ?
Related Topics
Explore more stories