Bank Locker Gold Loot / ବ୍ୟାଙ୍କ ଲକରରୁ ୪୦ ଲକ୍ଷ ସୁନା ଚୋରି; ଅସଲି ନେଇଗଲେ, ନକଲି ରଖିଦେଲେ
·50 mins ago·2 min read

Key Points
ବ୍ୟାଙ୍କ ଲକରରୁ ବି ହେଉଛି ଚୋରି
ସାମ୍ନାକୁ ଆସିଲା ବଡ଼ ଖବର
ଅସଲି ସୁନା ନେଇ ନକଲି ରଖିଦେଲେ
ସାମ୍ନାକୁ ଆସିଲା ବଡ଼ ଖବର
ଅସଲି ସୁନା ନେଇ ନକଲି ରଖିଦେଲେ
ଘରେ ସୁନା ଅଳଙ୍କାର ରଖିବା ସୁରକ୍ଷିତ ନୁହେଁ । କେତେବେଳେ ବି ଚୋର ସୁଯୋଗ ଉଣ୍ଡି ସବୁ ଧନ ଲୁଟି ନେଇପାରେ । ଏଥିଲାଗି ଲୋକମାନେ ଏବେ ଅଧିକାଂଶ ବ୍ୟାଙ୍କ ଲକରରେ ସୁନା ଅଳଙ୍କାର ରଖୁଛନ୍ତି । କିନ୍ତୁ ଏଠି ଯେଉଁ ଘଟଣା ସାମ୍ନାକୁ ଆସିଛି, ତାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏଠି ବ୍ୟାଙ୍କ ଲକରରୁ ଚୋରି ହୋଇଯାଇଛି ଅଳଙ୍କାର । ଗୁଜରାଟ ଜାମ ନଗରରୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତିଙ୍କ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଇଛି ।
ପଢନ୍ତୁ ଏହି ଖବର: ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି; କ୍ଷତି କିଏ ବହନ କରିବ ?
- ଋଣ ପାଇଁ ସୁନା ବନ୍ଧା ପକାଇଥିଲେ
- ବ୍ୟାଙ୍କ କର୍ମଚାରୀ ମୁଖ୍ୟ ଚୋର
ପଢନ୍ତୁ ଏହି ଖବର: ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି; କ୍ଷତି କିଏ ବହନ କରିବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବଜାରରେ ବିକ୍ରି ହୋଇଛି ଚୋରି ସୁନା
Related Topics
Explore more stories