Gold Price Falls / ପୁଣି ଖସିଲା ସୁନାଦର; ୨ ଘଣ୍ଟା ଭିତରେ ଶସ୍ତା ହେଲା ଦାମ, କେଉଁଠି କେତେ ଜାଣନ୍ତୁ
·1 hour ago·2 min read

Key Points
୨ ଘଣ୍ଟା ଭିତରେ ଶସ୍ତା ହେଲା ସୁନାଦର
ରୁପା ଦାମରେ ବି ହ୍ରାସ ଘଟିଛି
ଜାଣନ୍ତୁ କେଉଁ ସହରରେ କେତେ ଦାମ
ରୁପା ଦାମରେ ବି ହ୍ରାସ ଘଟିଛି
ଜାଣନ୍ତୁ କେଉଁ ସହରରେ କେତେ ଦାମ
ସୁନାରୁପା ଦାମ ଆଜି ଶସ୍ତା ହେଲା କି ମହଙ୍ଗା ? ବିଶେଷ କରି ମଧ୍ୟବିତ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଆସେ । ନିବେଶକଙ୍କଠାରୁ ଆରମ୍ଭ କରି ବିବାହ ଘରେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳେ । ନିବେଶକଙ୍କ ନଜର ଘରୋଇ କମୋଡିଟି ମାର୍କେଟ୍ ଉପରେ ରହୁଥିବାବେଳେ ସୁନା ବ୍ୟବସାୟୀଙ୍କ ନଜର ବଜାର ଦର ଉପରେ ରହିଥାଏ । କିଛି ଦିନ ଧରି ଏହି ମୂଲ୍ୟବାନ ଧାତୁର ଦାମ ବୃଦ୍ଧି ପାଉଥିବାବେଳେ ଏଥିରେ ପୁଣି ହ୍ରାସ ଘଟିଛି । ଆଜି ଅଗଷ୍ଟ ୧୩ ଗୁରୁବାର କିଛି ଘଣ୍ଟା ମଧ୍ୟରେ MCXରେ ସୁନାରୁପା ଦାମରେ ହ୍ରାସ ଘଟିଛି ।
ପଢନ୍ତୁ ଏହି ଖବର: ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି; କ୍ଷତି କିଏ ବହନ କରିବ ?
- କେତେ କମିଲା ଦାମ ?
- ପ୍ରମୁଖ ସହରରେ ସୁନାଦର
ପଢନ୍ତୁ ଏହି ଖବର: ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି; କ୍ଷତି କିଏ ବହନ କରିବ ?
- ରୁପା କିଲୋ ପିଛା କେତେ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories