New Virus Outbreak / ଚିନ୍ତା ବଢାଇଲାଣି ଚାନ୍ଦିପୁରା ଭାଇରସ୍ ; ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଆଟାକ୍ କରୁଛି
·1 month ago·2 min read

Key Points
ଦେଶରେ ୨୨ ଜଣଙ୍କ ଜୀବନ ନେଲାଣି
ଏହି ଭୂତାଣୁ ସଂକ୍ରମଣ ଏକ ବିରଳ ଘଟଣା
ସିଧାସଳଖ ମସ୍ତିଷ୍କରେ ପଶୁଛି ଭାଇରସ
ଏହି ଭୂତାଣୁ ସଂକ୍ରମଣ ଏକ ବିରଳ ଘଟଣା
ସିଧାସଳଖ ମସ୍ତିଷ୍କରେ ପଶୁଛି ଭାଇରସ
ନୂଆଦିଲ୍ଲୀ: ମାରାତ୍ମକ ହେଲାଣି ଚାନ୍ଦିପୁରା ଭାଇରସ୍ । ଏହି କିଲର ଭାଇରସ ଦେଶରେ ୨୨ ଜଣଙ୍କ ଜୀବନ ନେଇଛି । ଭାରତର ବିଭିନ୍ନ ଅଞ୍ଚଳରେ ଅନେକ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ଏହି ଭୂତାଣୁ ଚିନ୍ତା ବଢାଇଛି । ଗୁଜରାଟରୁ କେବଳ ୨୨ ଶିଶୁଙ୍କ ଜୀବନ ଯାଇଥିବା ସୂଚନା ରହିଛି । ଏହି ନୂଆ ଭୂତାଣୁ ସିଧାସଳଖ ଶିଶୁଙ୍କ ମସ୍ତିଷ୍କ ବା ବ୍ରେନ୍କୁ ଆକ୍ରମଣ କରୁଥିବା ଜଣାପଡ଼ିଛି । ଏହି ଭାଇରସଠୁ କିପରି ଦୂରେଇ ରହିବେ ସେ ସମ୍ପର୍କରେ ସମସ୍ତେ ଜାଣି ସୁରକ୍ଷିତ ରହିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି ।
- ଛୋଟ ପିଲା ସବୁଠାରୁ ବଡ଼ ଶିକାର
- କାହିଁକି ଛୋଟପିଲା ହେଉଛନ୍ତି ଶିକାର ?
- ଲକ୍ଷଣ କଣ ଦେଖାଯାଉଛି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପିଲାଙ୍କୁ ଥଣ୍ଡା-କାଶରୁ ରକ୍ଷା କରିବେ କିପରି ? ମାନନ୍ତୁ ଏହି ଟିପ୍ସ୍ ...
- କେମିତି ରହିବେ ସତର୍କ ?
Related Topics
Explore more stories