Morning Bad Habits / ସକାଳୁ ଏହି ଅଭ୍ୟାସ ଥିଲେ ସାବଧାନ ! ଶୀଘ୍ର ହୋଇଯିବେ ଦୁର୍ବଳ
·7 months ago·2 min read

Key Points
ସକାଳ ପୁରା ଦିନର ଦିଗ ନିୟନ୍ତ୍ରଣ କରେ
ପ୍ରାତଃ ସମୟ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଏ
ସକାଳୁ ସର୍ବଦା ଭଲ ଅଭ୍ୟାସ ରଖିବା ଆବଶ୍ୟକ
ପ୍ରାତଃ ସମୟ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଏ
ସକାଳୁ ସର୍ବଦା ଭଲ ଅଭ୍ୟାସ ରଖିବା ଆବଶ୍ୟକ
ସକାଳୁ ସକାଳୁ ଭଲ ଅଭ୍ୟାସ ଆପଣଙ୍କୁ ପୁରା ଦିନ ଆକ୍ଟିଭ ରଖେ । ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ସକାଳୁ ରକ୍ତଚାପ, କୋଲେଷ୍ଟ୍ରଲ୍ ଭଳି ଷ୍ଟ୍ରେସ ହରମୋନ ନିୟନ୍ତ୍ରଣରେ ରହିଥାଏ । ଯଦି ଏହି ସମୟରେ ଆପଣ କିଛି ଭୁଲ ଅଭ୍ୟାସ ବଜାୟ ରଖୁଛନ୍ତି, ତେବେ ଏହା ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇପାରେ । ଏପରିକି ଏହା ଆପଣଙ୍କ ହୃଦୟ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଆଦୌ ଭଲ ନୁହେଁ ।
ପଢନ୍ତୁ ଏହି ଖବର: ସକାଳୁ ଦଲିଆ ଖାଇଲେ ସ୍ଵାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼େ ?
- ସକାଳୁ ଉଠିବା ମାତ୍ରେ ପାଣି ପିଅନ୍ତୁ ନାହିଁ
ପଢନ୍ତୁ ଏହି ଖବର: ସକାଳୁ ଦଲିଆ ଖାଇଲେ ସ୍ଵାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼େ ?
- ବିନା ୱାର୍ମ-ଅପ୍ରେ ଜୋରଦାର ବ୍ୟାୟାମ କରନ୍ତୁ ନାହିଁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଲୁଣିଆ ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ
- ସକାଳୁ ଉଠୁ ଉଠୁ ଫୋନ୍ ଧରିବା
- ଜଳଖିଆ ଛାଡି ଦେବା ହୋଇପାରେ ଘାତକ
ଅଧିକ ଖବର ପଢନ୍ତୁ..
Related Topics
Explore more stories