Indian Student Death / ରାତିରେ ଖାଇ ସାରି ବୁଲୁଥିଲେ, ହଠାତ୍ ଟଳିପଡ଼ିଲେ; ଆମେରିକାରେ ୨୫ବର୍ଷୀୟ ଯୁବତୀଙ୍କ ମୃତ୍ୟୁ
·1 hour ago·2 min read

Key Points
ଆମେରିକାରେ ୨୫ବର୍ଷୀୟ ଯୁବତୀଙ୍କ ମୃତ୍ୟୁ
ଖାଇ ସାରି ବୁଲୁଥିବାବେଳେ ଚାଲିଗଲା ଜୀବନ
ଖାଇ ସାରି ବୁଲୁଥିବାବେଳେ ଚାଲିଗଲା ଜୀବନ
ହାଇଦ୍ରାବାଦ: ଆଖିରେ ଥିଲା ଅନେକ ସ୍ୱପ୍ନ । ଉଚ୍ଚଶିକ୍ଷା ଶେଷ କରି ଆରମ୍ଭ କରିଥାନ୍ତେ ନୂଆ ଜୀବନ । ହେଲେ ତା’ପୂର୍ବରୁ ସବୁକିଛି ଯେମିତି ଅଧାରେ ରହିଗଲା । ଆମେରିକାରେ ରହି ଉଚ୍ଚଶିକ୍ଷା ଶେଷ କରିବା ପରେ ଚାକିରି ଜୀବନ ଆରମ୍ଭ କରିବାକୁ ଯାଉଥିବା ତେଲେଙ୍ଗାନାର ଜଣେ ୨୫ ବର୍ଷୀୟା ଯୁବତୀଙ୍କ ଅକାଳ ମୃତ୍ୟୁ ତାଙ୍କ ପରିବାରକୁ ଗଭୀର ଶୋକରେ ବୁଡ଼ାଇ ଦେଇଛି । ମୃତ ଯୁବତୀ ହେଉଛନ୍ତି ତେଲେଙ୍ଗାନାର ଖମ୍ମମ ଜିଲ୍ଲାର ନଲ୍ଲାମାଲା ଅକ୍ଷିତା । ଆମେରିକାର ନ୍ୟୁୟର୍କ ରାଜ୍ୟର ଆଲବାନିରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ରାଜ୍ୟରେ ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଠୋର କଟକଣା
- ରାତିରେ ଖାଇ ସାରି ବୁଲୁଥିବା ବେଳେ ଅଘଟଣ
- ଖୁବଶୀଘ୍ର କରିଥାନ୍ତେ ଚାକିରି
ପଢନ୍ତୁ ଏହି ଖବର: ରାଜ୍ୟରେ ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଠୋର କଟକଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଖମ୍ମମରେ ଶୋକର ଛାୟା
Related Topics
Explore more stories