Content Creation Income / ନର୍ସରୁ କଣ୍ଟେଣ୍ଟ କ୍ରିଏଟର୍, ୭ ମାସରେ ବଦଳିଗଲା ଭାଗ୍ୟ; ରୋଜଗାର ଶୁଣି ଉଡ଼ିବ ହୋସ୍
·48 mins ago·3 min read

Key Points
ନର୍ସ ଚାକିରି ଛାଡ଼ି ଭିଡିଓ କରିଥିଲେ
ଏବେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା
୭ମାସରେ ୮୨ ହଜାରରୁ ଅଧିକ ଫଲୋଅର୍ସ
ଏବେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା
୭ମାସରେ ୮୨ ହଜାରରୁ ଅଧିକ ଫଲୋଅର୍ସ
ସୋସିଆଲ ମିଡିଆ ଏବେ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ । ଏହା ଅନେକଙ୍କ ପାଇଁ ଆୟ ଏବଂ କ୍ୟାରିୟର ଗଢ଼ିବାର ନୂଆ ରାସ୍ତା ଖୋଲିଛି । ଏହାର ଏକ ଉଦାହରଣ ପାଲଟିଛନ୍ତି ଆମେରିକାର ଜଣେ ମହିଳା, ଯିଏ ନର୍ସ ଚାକିରି ଛାଡ଼ି ଇନଷ୍ଟାଗ୍ରାମରେ କଣ୍ଟେଣ୍ଟ କ୍ରିଏଟର ଭାବେ ଲକ୍ଷ ଲକ୍ଷ ଟଙ୍କା ଆୟ କରିଛନ୍ତି । ଯାହାଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି ।
- ନର୍ସରୁ କଣ୍ଟେଣ୍ଟ କ୍ରିଏଟର
- ୭ ମାସରେ ୧.୭୫ କୋଟିର ବ୍ରାଣ୍ଡ ଡିଲ୍
- କେବଳ ବ୍ରାଣ୍ଡ ଡିଲ୍ରୁ ଆୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅନ୍ୟମାନଙ୍କୁ ମଧ୍ୟ ଦେଲେ ପରାମର୍ଶ
ପଢନ୍ତୁ ଏହି ଖବର: ଚାକିରି ସହ ସାଇଡ୍ ବିଜନେସ୍ରୁ ରୋଜଗାର, ୧୦୦ ବ୍ରାଣ୍ଡକୁ ଇମେଲ୍ କରି ମିଳିଲା ସଫଳତା
- କଣ୍ଟେଣ୍ଟ କ୍ରିଏସନ୍ କ’ଣ ସମସ୍ତଙ୍କ ପାଇଁ ସଫଳ କ୍ୟାରିୟର?
Related Topics
Explore more stories