Bakrid 2026 / ଆସୁଛି ବକ୍ରି ଇଦ୍; ଟ୍ରମ୍ପଙ୍କ ପାଇଁ ଏଇଠି ଛେଳି ମହଙ୍ଗା
·3 months ago·2 min read

Key Points
ମେ ୨୮ରେ ପାଳନ ହେବ ବକ୍ରି ଇଦ୍
ଉତ୍ସବ ପୂର୍ବରୁ ବଜାରରେ ମହଙ୍ଗା ମାଡ଼
ଟ୍ରମ୍ପଙ୍କ ପାଇଁ ମହଙ୍ଗା ହେଲା ଛେଳି
ଉତ୍ସବ ପୂର୍ବରୁ ବଜାରରେ ମହଙ୍ଗା ମାଡ଼
ଟ୍ରମ୍ପଙ୍କ ପାଇଁ ମହଙ୍ଗା ହେଲା ଛେଳି
ଇଦ୍-ଉଲ୍-ଅଜହା ବା ବକ୍ରି ଇଦ୍ ପୂର୍ବରୁ ନାଇଜେରିଆରେ ଛେଳି ଓ ମେଣ୍ଢା ବଜାରରେ ଚିନ୍ତା ଦେଖାଦେଇଛି । ଆର୍ଥିକ ସଙ୍କଟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ପେଟ୍ରୋଲ ଦର ବୃଦ୍ଧି ଓ ଆତଙ୍କବାଦୀ ଆକ୍ରମଣର ଭୟ ଯୋଗୁଁ ସ୍ଥିତି ମୁସ୍କିଲ ହୋଇପଡ଼ିଛି । ନାଇଜେରିଆର ବଜାରରେ ହଜାରରୁ ଅଧିକ ମେଣ୍ଢା ଅଛନ୍ତି, କିନ୍ତୁ କିଣିବା ଲାଗି କେହି ନାହାନ୍ତି । ବକ୍ରି ଇଦର ବଳି ପ୍ରଥା ଲାଗି ପଶୁଙ୍କୁ କିଣିବା ଏବେ ମଧ୍ୟବିତ୍ତ ପରିବାର ଲାଗି ମୁସ୍କିଲ ହୋଇପଡ଼ିଛି । କିଛି ଲୋକ ବକ୍ରି ଇଦରେ ଘରକୁ ଆସୁନଥିବାବେଳେ ଯାତ୍ରା ଓ ପଶୁ ଉଭୟ ମହଙ୍ଗା ହୋଇଛି ।
- କେମିତି ଅଛି ନାଇଜେରିଆ ସ୍ଥିତି ?
- ଚିନ୍ତାରେ ପଶୁ ବ୍ୟବସାୟୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଢନ୍ତୁ ଏହି ଖବର: ଉଡ଼ିଲା ମିସାଇଲ୍ ଲଞ୍ଚ ସାଇଟ୍; ପୁଣି ଇରାନ ଉପରେ ଆମେରିକାର ଆକ୍ରମଣ
- ଟ୍ରମ୍ପଙ୍କ ପାଇଁ କାହିଁକି ବଢିଲା ଦାମ ?
Related Topics
Explore more stories