Urine Eggs Coffee / ଶିଶୁଙ୍କ ପରିସ୍ରାରେ ଫୁଟୁଛି ଅଣ୍ଡା; ସେହି ଅଣ୍ଡାରୁ ତିଆରି କଫି ପିଉଛନ୍ତି ଚୀନ ବାସୀ
·5 months ago·2 min read

Key Points
ଚୀନର ଏକ କାଫେରେ ମିଳୁଛି ଅଜବ କଫି
ଶିଶୁଙ୍କ ପରିସ୍ରାରେ ଫୁଟି ସିଝୁଛି ଅଣ୍ଡା
ଆଉ ସେହି ଅଣ୍ଡାରେ ତିଆରି ହେଉଛି କଫି
ଶିଶୁଙ୍କ ପରିସ୍ରାରେ ଫୁଟି ସିଝୁଛି ଅଣ୍ଡା
ଆଉ ସେହି ଅଣ୍ଡାରେ ତିଆରି ହେଉଛି କଫି
ଚୀନ କାଫେରେ ଅଜବ କଫି । ସୋସିଆଲ ମିଡିଆରେ ହେଉଛି ଜୋରଦାର ଚର୍ଚ୍ଚା । ଏହି କଫିରେ ଏପରି ଅଣ୍ଡାର ବ୍ୟବହାର ହେଉଛି, ଯାହାକି ଶିଶୁଙ୍କ ମୂତ୍ରରେ ଫୁଟି ସିଝିଥାଏ । ଏହାକୁ ପୁଷ୍ଟିଯୁକ୍ତ କୁହାଯାଇ ବିକ୍ରି କରାଯାଉଥିବାବେଳେ ସେଠାକାର ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି । ମାତ୍ର ଏହି କଫିଟି ଲୋକଲୋଚନକୁ ଆସିବା ପରେ ଅଧିକାଂଶ ଲୋକେ ନାକ ଟେକୁଥିବାବେଳେ ଏହା ଉପରେ ବିବାଦ ମଧ୍ୟ ଉପୁଜିଛି ।
- କଣ ପୂରା ଘଟଣା ?
- ପରମ୍ପରା ସହ ଜଡ଼ିତ କଫି
- କଣ କହୁଛନ୍ତି ଡାକ୍ତର ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କ୍ରୋଧ ପ୍ରକାଶ କଲେ ନେଟିଜେନ୍ସ
ଅଧିକ ଖବର ପଢନ୍ତୁ...
Related Topics
Explore more stories