Twin Babies Rescued / ବନ୍ୟା କବଳରୁ ଉଦ୍ଧାର ହେଲେ ଜାଁଆଳା ଶିଶୁ; କୋଳେଇ ନେଇ ସାହସ ଦେଲେ ଯବାନ
·51 mins ago·2 min read

Key Points
ବନ୍ୟା ମଝିରେ ମାନବିକତାର ସ୍ପର୍ଶ
ଉଦ୍ଧାର ହେଲେ ଜାଁଆଳା ଶିଶୁ
କୋଳେଇ ନେଇ ସାହାସ ଦେଲେ ଯବାନ
ଉଦ୍ଧାର ହେଲେ ଜାଁଆଳା ଶିଶୁ
କୋଳେଇ ନେଇ ସାହାସ ଦେଲେ ଯବାନ
ନେପାଳରେ ଜାରି ରହିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍କଳନ ମଧ୍ୟରେ ସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଜାରି ରହିଛି । ଏହି ସଙ୍କଟଜନକ ପରିସ୍ଥିତି ମଧ୍ୟରେ ଉଦ୍ଧାର କାର୍ଯ୍ୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ନେପାଳ ସେନାର ଯବାନମାନେ ବନ୍ୟା କବଳରୁ ଉଦ୍ଧାର ହୋଇଥିବା ଦୁଇ ଜାଁଆଳା ଶିଶୁଙ୍କୁ କୋଳେଇ ନେଇ ଆଶ୍ୱାସନା ଦେଉଥିବାର ଦେଖାଯାଇଛି ।
ପଢନ୍ତୁ ଏହି ଖବର: ନେପାଳରେ ପୁଣି ଆସିପାରେ ମହାପ୍ରଳୟ; ଚୀନ କଲାଣି ସତର୍କ, ଜମା ହେଲାଣି 'ଡେଥ୍ ଲେକ୍'
- କୋଳେଇ ନେଇ ସାହସ ଦେଲେ ଯବାନ
VIDEO | Nepal floods: Rescued twin children comforted by Nepal Army personnel amid ongoing relief operations. pic.twitter.com/12fLMnjS0f
— Press Trust of India (@PTI_News) August 27, 2026
- ନେପାଳରେ ରିଲିଫ୍ ଓ ଉଦ୍ଧାର ଅଭିଯାନ ଜାରି
ପଢନ୍ତୁ ଏହି ଖବର: ନେପାଳରେ ପୁଣି ଆସିପାରେ ମହାପ୍ରଳୟ; ଚୀନ କଲାଣି ସତର୍କ, ଜମା ହେଲାଣି 'ଡେଥ୍ ଲେକ୍'
- ଆସୁଛି ଆଉ ଏକ ପ୍ରଳୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories