Why 4 Pilots on 1 Flight / ଫ୍ଲାଇଦୁବାଇ ଘଟଣା; କକପିଟ୍ରେ ୫ ସେକେଣ୍ଡ ଡେରି କଣ ହୋଇଥାନ୍ତା ?
·1 hour ago·2 min read

Key Points
ଫ୍ଲାଇଦୁବାଇ ବିମାନ ପାଇଲଟ ଆକ୍ରମଣ ଘଟଣା
କାହିଁକି ଫ୍ଲାଇଟ୍ରେ ୫ଜଣ ପାଇଲଟ୍ ଥିଲେ ?
କାହିଁକି ଫ୍ଲାଇଟ୍ରେ ୫ଜଣ ପାଇଲଟ୍ ଥିଲେ ?
ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍ ୧୦୭୩ରେ ପାଇଲଟଙ୍କୁ ଆକ୍ରମଣ ଘଟଣା । ସହ-ପାଇଲଟ ଜଣକ ଭାରତୀୟ ପାଇଲଟ୍ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ କରିବା ବେଳେ ଏହି ବିମାନରେ ଆଉ ୨ଜଣ ପାଇଲଟ୍ ମଧ୍ୟ ଉପସ୍ଥିତ ଥିଲେ । ହେଲେ ଗୋଟିଏ ବିମାନରେ କାହିଁକି ୪ଜଣ ପାଇଲଟ୍ ଯାତ୍ରା କରୁଥିଲେ । ଏହିମାନେ ହିଁ ଦୁର୍ଘଟଣା ଘଟିବାକୁ ଯାଉଥିବା ବିମାନକୁ ନିୟନ୍ତ୍ରଣକୁ ନେଇ ସାଉଦି ଆରବରରେ ଅବତରଣ କରାଇଥିଲେ । ତେବେ ଯଦି କକପିଟ୍ରେ ପହଞ୍ଚିବାକୁ ଆଉ ୫ ସେକେଣ୍ଡ ବିଳମ୍ବ ହୋଇଥାନ୍ତା, ତେବେ କଣ ଘଟିଥାନ୍ତା । ଆଉ ୨ ଅତିରିକ୍ତ କାହିଁକି ବିମାନରେ ଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
ପଢନ୍ତୁ ଏହି ଖବର: ଓମାନରେ ଥିଲା ବ୍ୟାନ୍; ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରୀ ମାରିଥିବା କୋ-ପାଇଲଟର ସତ ଜଣାପଡ଼ିଲା...
ଅବସରପ୍ରାପ୍ତ ଏୟାରଲାଇ କ୍ୟାପ୍ଟେନ ଜନ୍ କକ୍ସ କହିଛନ୍ତି, "ଅତିରିକ୍ତ ପାଇଲଟମାନେ ଯେତେବେଳେ ବିମାନରେ ଯାତ୍ରା କରନ୍ତି, ସେମାନେ ସାଧାରଣତଃ ଡ୍ୟୁଟିରେ ଥାଆନ୍ତି । କିନ୍ତୁ ସେହି ବିମାନ ପାଇଁ ନୁହେଁ, ବରଂ ତାଙ୍କ ଡ୍ୟୁଟି ପଡ଼ିଥିବା ସ୍ଥାନକୁ ଯାତ୍ରା କରନ୍ତି । ସେଠାରେ ପହଞ୍ଚିବା ପରେ ପାଇଲଟ ଭାବେ ବିମାନ ଚଳାନ୍ତି । ପାଇଲଟମାନେ ମହଙ୍ଗା । ସେମାନେ ଦକ୍ଷ ହୋଇଥାନ୍ତି, ହେଲେ ଅଧିକ ମହଙ୍ଗା ହୋଇଥାନ୍ତି । ଯଦି ଆମେ ବ୍ୟବସାୟ ଦୃଷ୍ଟିରୁ ଦେଖିବା ତେବେ ଅଧିକ ପାଇଲଟଙ୍କୁ ବିମାନରେ ନିୟୋଜିତ କରାଯାଏନାହିଁ ।"
- ଅତିରିକ୍ତ ପାଇଲଟ୍ କାହିଁକି ଉପସ୍ଥିତ ଥିଲେ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଆଉ ଏକ କାରଣ ଏହା ହୋଇପାରେ
Related Topics
Explore more stories