Fly Dubai Plane Hijack / ଫ୍ଲାଇଦୁବାଇ ପ୍ଲେନ୍ ହାଇଜ୍ୟାକ୍; କେମିତି ବିମାନ ଚଳାଇଲେ ସାଧାରଣ ଇସ୍ରାଏଲୀ ନାଗରିକ ? ନିଜେ କହିଲେ
·1 hour ago·3 min read

Key Points
ଦୁବାଇରୁ ଇସ୍ରାଏଲ ଆସୁଥିଲା ବିମାନ
ମଝି ଆକାଶରେ ହାଇଜ୍ୟାକ୍ ଉଦ୍ୟମ
ସାଧାରଣ ଇସ୍ରାଏଲୀ ନାଗରିକଙ୍କ କମାଲ
କେମିତି ବିମାନ ଚଲାଇବା ଶିଖିଲେ ?
ମଝି ଆକାଶରେ ହାଇଜ୍ୟାକ୍ ଉଦ୍ୟମ
ସାଧାରଣ ଇସ୍ରାଏଲୀ ନାଗରିକଙ୍କ କମାଲ
କେମିତି ବିମାନ ଚଲାଇବା ଶିଖିଲେ ?
ଦୁବାଇରୁ ଇସ୍ରାଏଲର ରାଜଧାନୀ ତେଲ ଅଭିଭ ଅଭିମୁଖେ ପ୍ଲେନଟି ବାହାରିଥିଲା । ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ । ଏହି ବିମାନକୁ ହାଇଜ୍ୟାକ୍ କରି ୯/୧୧ ଆତଙ୍କୀ ହମଲା ପରି କରିବାର ଷଡ଼ଯନ୍ତ୍ର ହୋଇଥିଲା । ଜଣେ ଭାରତୀୟ ପାଇଲଟ୍ ଓ କିଛି ଇସ୍ରାଏଲୀ ବୀରଙ୍କ ଏହି ବଡ଼ ଅଘଟଣରୁ ରକ୍ଷା ପାଇଯାଇଛନ୍ତି ୟାତ୍ରୀ । ଫ୍ଲାଇଦୁବାଇର ଏହି ବିମାନ ଚଲାଉଥିବା ଭାରତୀୟ ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ହାଇଜ୍ୟାକର ଓମାନି ସହ-ପାଇଲଟ୍ ଛୁରୀ ମାରି ଚାଲିଥିଲା, କିନ୍ତୁ ସେ ହାର ମାନିନଥିଲେ । ଏହି ବିପଦ ସମୟରେ ଯେତେବେଳେ ମାତ୍ର ୨ ମିନିଟ୍ ଭିତରେ ବିମାନଟି ୧୭,୪୦୦ ଫୁଟ ତଳକୁ ଆସିଥିଲା, ସେତେବେଲେ ଜଣେ ଇସ୍ରାଏଲୀ ହିରୋଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ହେଉଛି । ଜଣେ ସାଧାରଣ ନାଗରିକ ହୋଇ ସେ କିପରି ବିମାନ ଚଲାଇବା ଶିଖିଲେ ଓ ଯାତ୍ରୀଙ୍କ ବିମାନ ବଞ୍ଚାଇଲେ, ଆସନ୍ତୁ ଜାଣିବା ।
ଏହି ଇସ୍ରାଏଲୀ ନାଗରିକ ଜଣକ ଟିଭି ଶୋ'ରୁ ବିମାନ ଚଲାଇବା ଟେକନିକ୍ ଶିଖିଥିଲେ । ଯେତେବେଳେ ବିମାନଟି ଦ୍ରୁତ ଗତିରେ ତଳକୁ ଖସିଚାଲିଥିଲା, ସେତେବେଳେ ସେ ନିଜର ବୁଦ୍ଧିକୁ ଉପଯୋଗ କରି ବିମାନକୁ ଆକାଶରେ ରଖିଥିଲେ । ଯେତେବେଳେ ଏହି ବୀର ଜଣକ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଥିଲେ ସେତେବେଳେ ଛାତିଥରା କାହାଣୀ ବଖାଣିଲେ।
ଏହି ଇସ୍ରାଏଲୀ ନାଗରିକ ଜଣକ ଟିଭି ଶୋ'ରୁ ବିମାନ ଚଲାଇବା ଟେକନିକ୍ ଶିଖିଥିଲେ । ଯେତେବେଳେ ବିମାନଟି ଦ୍ରୁତ ଗତିରେ ତଳକୁ ଖସିଚାଲିଥିଲା, ସେତେବେଳେ ସେ ନିଜର ବୁଦ୍ଧିକୁ ଉପଯୋଗ କରି ବିମାନକୁ ଆକାଶରେ ରଖିଥିଲେ । ଯେତେବେଳେ ଏହି ବୀର ଜଣକ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଥିଲେ ସେତେବେଳେ ଛାତିଥରା କାହାଣୀ ବଖାଣିଲେ।
- କେମିତି ଟଳିଲା ୯/୧୧ ଆତଙ୍କୀ ଆକ୍ରମଣ ?
- ଯେତେବେଳେ ନେତାନ୍ୟାହୁ ଭେଟିବାକୁ ଆସିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ‘ଜଣେ ଭାରତୀୟ ୯/୧୧ ଭଳି ବିପର୍ଯ୍ୟୟ ରୋକିଦେଲେ’, କ୍ୟାପଟେନ୍ ସ୍ମିତଙ୍କୁ ପ୍ରଶଂସା କଲେ ମୋଦି
- କେମିତି ନିଶ୍ଚିତ ମୃତ୍ୟୁକୁ ରୋକିଲେ ୟାନିବ ?
- "ମୁଁ ମେଡେ-ଏୟାର ଡିଜାଷ୍ଟର ଦେଖେ"
Related Topics
Explore more stories