Nithya Raman Wins / ଆମେରିକା ନିର୍ବାଚନ; ମୂଳ ଭାରତୀୟ ନିତ୍ୟା ରମଣଙ୍କୁ ନେଇ ଚର୍ଚ୍ଚା
·1 hour ago·2 min read

Key Points
ଆମେରିକା ମିଡଟର୍ମ ନିର୍ବାଚନ ୨୦୨୬
ଚର୍ଚ୍ଚାରେ ମୂଳ ଭାରତୀୟ ନିତ୍ୟା ରମଣ
ଲସ୍ ଏଞ୍ଜେଲସ୍ର ହେଲେ ମେୟର
ଚର୍ଚ୍ଚାରେ ମୂଳ ଭାରତୀୟ ନିତ୍ୟା ରମଣ
ଲସ୍ ଏଞ୍ଜେଲସ୍ର ହେଲେ ମେୟର
ୱାଶିଂଟନ୍: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ବଡ଼ ସଫଳତା । ଲସ୍ ଆଞ୍ଜେଲସ୍ର ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି ଭାରତର କେରଳରେ ଜନ୍ମିତ ମହିଳା ନିତ୍ୟା ରମଣ । ସେ ବର୍ତ୍ତମାନର ମେୟର କରେନ୍ ବାସ୍ଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ ଆମେରିକାର ଦ୍ୱିତୀୟ ବୃହତ୍ତମ ସହରର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆକଳନ କରାଯାଉଛି ।
୪୫ ବର୍ଷୀୟ ନିତ୍ୟା ରମଣ ଲସ୍ ଆଞ୍ଜେଲସ୍ ସିଟି କାଉନସିଲ୍ର ଜଣେ ସଦସ୍ୟ ଥିଲେ । ଡେମୋକ୍ରାଟିକ୍ ସୋସିଆଲିଷ୍ଟସ୍ ଅଫ୍ ଆମେରିକାର ସମର୍ଥନରେ ତାଙ୍କର ଏହି ନିର୍ବାଚନୀ ଲଢ଼େଇ ଆରମ୍ଭ ହୋଇଥିଲା । ଆମେରିକାରେ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ମତଭେଦ ମଧ୍ୟରେ ତାଙ୍କର ବିଜୟକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସଙ୍କେତ ଭାବେ ଦେଖାଯାଉଛି ।

ପଢନ୍ତୁ ଏହି ଖବର: ୧୩ ବର୍ଷ ବୟସରୁ ରାଜନୀତି ସ୍ୱପ୍ନ; ଆମେରିକା ପାର୍ଲାମେଣ୍ଟରେ ପହଞ୍ଚିଲେ ମୂଳ ଭାରତୀୟ ପିଆ ଦାଣ୍ଡିଆ

- ବର୍ତ୍ତମାନ ମେୟରଙ୍କ ହାରିବାର ମୁଖ୍ୟ କାରଣ
- ନିତ୍ୟାଙ୍କ ନିର୍ବାଚନୀ ପ୍ରତିଶ୍ରୁତି
ପଢନ୍ତୁ ଏହି ଖବର: ୧୩ ବର୍ଷ ବୟସରୁ ରାଜନୀତି ସ୍ୱପ୍ନ; ଆମେରିକା ପାର୍ଲାମେଣ୍ଟରେ ପହଞ୍ଚିଲେ ମୂଳ ଭାରତୀୟ ପିଆ ଦାଣ୍ଡିଆ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନିତ୍ୟାଙ୍କ ସପକ୍ଷରେ ଥିଲା ବଡ଼ ନେତାଙ୍କ ସମର୍ଥନ
Related Topics
Explore more stories