Iran War Loss / ଯୁଦ୍ଧର ଦ୍ଵିତୀୟ ଦିନରେ ଛାରଖାର ଇରାନ; ମାଟିରେ ମିଶିଲେଣି ସୁପ୍ରିମ ଲିଡର୍, ଆର୍ମି ଚିଫ୍ ଆଉ....
·6 months ago·2 min read

Key Points
ଇସ୍ରାଏଲର ଆକ୍ରମଣରେ ଛାରଖାର ଇରାନ
ଯୁଦ୍ଧର ଦ୍ଵିତୀୟ ଦିନରେ ହରାଇଲାଣି ସବୁକିଛି
ସର୍ବୋଚ୍ଚ ନେତା ଖାମେନେଇଙ୍କ ବି ମୃତ୍ୟୁ
ଯୁଦ୍ଧର ଦ୍ଵିତୀୟ ଦିନରେ ହରାଇଲାଣି ସବୁକିଛି
ସର୍ବୋଚ୍ଚ ନେତା ଖାମେନେଇଙ୍କ ବି ମୃତ୍ୟୁ
ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ବଡ଼ କ୍ଷତି ହୋଇଛି । ଯୁଦ୍ଧକୁ ଦୁଇ ଦିନ ହୋଇନି, ଇସ୍ରାଏଲର ଆକ୍ରମଣରେ ରାଷ୍ଟ୍ରର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲ୍ଲି ଖାମେନେଇଙ୍କ ମୃତ୍ୟୁ ଘଟିଛି । ଏହା ଇରାନ ଲାଗି ସବୁଠୁ ବଡ଼ ଝଟକା । ଖାମେନେଇ ଦେଶରେ ପ୍ରାୟ ୪ ଦଶନ୍ଧି ଧରି ଶାସନରେ ଥିଲେ । ଖାମେନେଇଙ୍କ ବ୍ୟତୀତ ଇରାନର ୪୦ଟି କମାଣ୍ଡର ଏହି ଆକ୍ରମଣରେ ଜୀବନ ହରାଇଥିବା ଇସ୍ରାଏଲର ଡିଫେନ୍ସ ଫୋର୍ସ ରବିବାର ଦାବି କରିଛି ।
ଖାଲି ସେତିକି ନୁହେଁ ଇସ୍ରାଏଲ ଏହା ମଧ୍ୟ ଦାବି କରିଛି ଯେ ଏହି ଆକ୍ରମଣରେ ଇରାନର ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଇରାନକୁ ଶନିବାର (ଫେବୃଆରୀ ୨୮) ଆମେରିକା ଓ ଇସ୍ରାଏଲ ମିଳିତି ଆକ୍ରମଣ କରିଥିଲେ । ଇରାନର ରାଜଧାନୀ ତେହେରାନରେ ସୁପ୍ରିମ ଲିଡର୍ ଖାମେନେଇଙ୍କୁ ତାଙ୍କ ବାସଭବନରେ ଉପରେ ଇସ୍ରାଏଲ ବୋମା ମାଡ଼ କରିଥିଲା । ଏଥିରେ ଖାମେନେଇଙ୍କ ସହିତ ତାଙ୍କ ଝିଅ, ଜ୍ଵାଇଁ ଓ ନାତିଙ୍କ ମୃତ୍ୟୁ ଘଟିଛି । ଏହାସହିତ ଇରାନର ଅନେକ ସେନା ଓ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC)ର ଟପ୍ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ଘଟିଛି ।
ପଢନ୍ତୁ ଏହି ଖବର: ଇସ୍ରାଏଲ ମିସାଇଲ ମାଡରେ ରକ୍ତରଞ୍ଜିତ ସ୍କୁଲ, ୫୭ ଛାତ୍ରୀଙ୍କ ମୃତ୍ୟୁ ଦାବି
ଇସ୍ରାଏଲ ଏହା ସ୍ପଷ୍ଟ କରିଛି ଯେ ଆକ୍ରମଣର ପ୍ରାରମ୍ଭରେ ଇରାନର ସେନା ମୁଖ୍ୟ ମୌସବିଙ୍କ ମୃତ୍ୟୁ ଘଟିଥିଲା । ମୌସବୀ ଗତ ବର୍ଷ ଇରାନରେ ସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ସେ ପୂର୍ବତନ ଇରାନ ସେନା ମୁଖ୍ୟ ମହମ୍ମଦ ବାଘେରିଙ୍କ ସ୍ଥାନ ନେଇଥିଲେ, ଯିଏକି ଜୁନ ୨୦୨୫ ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ । ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ସୁପ୍ରିମ ଡିଫେନ୍ସ କାଉନ୍ସିଲର ଚେୟାରମ୍ୟାନ ଅଲ୍ଲୀ ଶମଖାନିଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

- କାହା କାହାର ମୃତ୍ୟୁ ଘଟିଛି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଆଉ କଣ ହରାଇଲା ଇରାନ ?
ଅଧିକ ଖବର ପଢନ୍ତୁ...
Related Topics
Explore more stories