Iran US Peace Talk / ପ୍ରଥମ ଥର ପାକିସ୍ତାନ ଫେଲ୍; ପୁଣି ଇରାନ ଆମେରିକା ମଧ୍ୟରେ ଶାନ୍ତି ବୈଠକ
·2 hours ago·2 min read

Key Points
ଇରାନ ଓ ଆମେରିକା ମଧ୍ୟରେ ଦ୍ଵିତୀୟ ଶାନ୍ତି ବୈଠକ
ପ୍ରଥମ ଥର ମଧ୍ୟସ୍ଥତା କରିଥିଲା ପାକିସ୍ତାନ
ଆଉ ଦ୍ଵିତୀୟ ଥର ମାରିବନି ତ ଫେଲ୍ ?
ପ୍ରଥମ ଥର ମଧ୍ୟସ୍ଥତା କରିଥିଲା ପାକିସ୍ତାନ
ଆଉ ଦ୍ଵିତୀୟ ଥର ମାରିବନି ତ ଫେଲ୍ ?
ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବାକୁ ଯାଉଛି । ସୋମବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧି ଦଳ ସାକ୍ଷାତ କରିବେ । ପ୍ରତିନିଧି ଦଳ ରବିବାର ସୁଦ୍ଧା ପହଞ୍ଚିବେ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ପ୍ରଥମ ଶାନ୍ତି ବୈଠକରେ ପାକିସ୍ତାନ ମଧ୍ୟସ୍ଥତା କରିଥିଲା । ହେଲେ କୌଣସି ନିଷ୍କର୍ସ ବାହାରିନଥିବାରୁ ଫେରିଯାଇଥିଲେ ଉଭୟ । ଏବେ ଦ୍ଵିତୀୟ ଥର ଲାଗି ପାକିସ୍ତାନ ମଧ୍ୟସ୍ଥତା କରିବ ।
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରୟାସ କରାଯାଉଛି । ଏଥିଲାଗି, କାତାରର ଆମିର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍ ଥାନି ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭେଟିଥିଲେ । ଏହି ବୈଠକ ଆଣ୍ଟାଲିଆ କୂଟନୀତି ଫୋରମ୍ ସମୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସମସ୍ତ ନେତା ଏହି ଅଞ୍ଚଳରେ ଶାନ୍ତି ଏବଂ କୂଟନୈତିକ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ପଢନ୍ତୁ ଏହି ଖବର: ଟ୍ରମ୍ପଙ୍କୁ ନେଇ ଚିହିଁକିଲା ଇରାନ, କହିଲା 'ହର୍ମୁଜ୍ରେ ଚାଲିବ କେବଳ ଆମ ଆଇନ୍'

- ଇରାନରେ ପାକିସ୍ତାନ ସେନା ମୁଖ୍ୟ
- ସୋମବାର ଦ୍ଵିତୀୟ ଶାନ୍ତି ବୈଠକ
ପଢନ୍ତୁ ଏହି ଖବର: ଟ୍ରମ୍ପଙ୍କୁ ନେଇ ଚିହିଁକିଲା ଇରାନ, କହିଲା 'ହର୍ମୁଜ୍ରେ ଚାଲିବ କେବଳ ଆମ ଆଇନ୍'
- ପାକିସ୍ତାନ ଯାଇପାରନ୍ତି ଟ୍ରମ୍ପ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories