UAE vs US / ଇରାନ ଯୁଦ୍ଧ ଭିତରେ UAEର ବଡ଼ ଦାବି; 'ତୁରନ୍ତ ହଟାଅ ଆମେରିକୀୟ ସୈନ୍ୟ ଆଡ୍ଡା'
·4 months ago·2 min read

Key Points
ଇରାନ ଉପରେ ଆମେରିକା-ଇସ୍ରାଏଲ୍ର ଆକ୍ରମଣ । ପାଲଟା ଆକ୍ରମଣରେ ୟୁଏଇ, ସାଉଦି ଆରବ, କତାର, କୁଏତ ଓ ବାହାରିନରେ ହେଉଛି ଧନ ଜୀବନ କ୍ଷତି । ଯାହାକୁ ନେଇ ଆମେରିକା ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ନୂଆଦିଲ୍ଲୀ: ଜଳୁଛି ପଶ୍ଚିମ ଏସିଆ । ଇରାନ ଉପରେ ଆମେରିକା-ଇସ୍ରାଏଲ୍ର ଆକ୍ରମଣ ମଧ୍ୟପ୍ରାଚ୍ୟକୁ ସଂକଟ ଆଡ଼କୁ ଟାଣି ନେଇଛି । ଇରାନ ଉପରେ ବୋମାବର୍ଷା ହେଉଥିବା ବେଳ ଉପସାଗରୀୟ ଦେଶ ତ୍ରାହି ତ୍ରାହି ଡାକିଲେଣି ।
ଫେବ୍ରୁଆରୀ ୨୮ରେ ଇରାନ ଉପରେ ଆମେରିକା-ଇସ୍ରାଏଲ୍ ମିଳିତ ଆକ୍ରମଣ କରିଥିଲେ । ଆଉ ସେବେଠୁ ୟୁଏଇ, ସାଉଦି ଆରବ, କତାର, କୁଏତ ଓ ବାହାରିନ ଭଳି ଦେଶ ଉପରେ ଲଗାତାର ଆକ୍ରମଣ କରି ଆସୁଛି ଇରାନ ।
ଏଥିସହ ପଢ଼ନ୍ତୁ: 'ଆମେ ଚାହୁଁଛୁ ଟ୍ରମ୍ପଙ୍କ ମୃତ୍ୟୁ, ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ...
ଫଳରେ ଏସବୁ ଉପସାଗରୀୟ ଦେଶରେ ଥିବା ବଡ଼ ତୈଳ ଓ ଗ୍ୟାସ୍ ରିଫାଇନାରୀ କ୍ଷତିଗ୍ରସ୍ତ ହୋଇଛି । ଇରାନ ଆକ୍ରମଣ କରୁଥିବା ବେଳେ ଆମେରିକା ଅସହାୟ ହୋଇ ପଡ଼ିଛି । ଫଳରେ ଆମେରିକାର ବନ୍ଧୁ ସାଜିଥିବା ଉପସାଗରୀୟ ଦେଶ ଏବେ ମୁହଁ ବୁଲାଇବା ଆରମ୍ଭ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କ୍ରମରେ ଏବେ UAE, ଆମେରିକାକୁ ବିରୋଧ କରି ଖୋଲାଖୋଲି ସ୍ଵର ଉତ୍ତୋଳନ କରିଛି । UAEର ପ୍ରସିଦ୍ଧ କମେଣ୍ଟେଟର ଅବ୍ଦୁଲଖାଲିକ ଅବ୍ଦୁଲ୍ଲା କହିଛନ୍ତି, "ଆମିରାତରୁ ଏବେ ଆମେରିକାର ଲୋଡ଼ା ନାହି ଏବଂ ଆମେରିକୀୟ ସୈନ୍ୟ ଆଡ୍ଡା ଏବେ ଦେଶ ପାଇଁ ବୋଝ ପାଲଟିଛି ।"
ସେ କହିଛନ୍ତି, "ଆମେରିକୀୟ ସୈନ୍ୟ ଆଡ୍ଡା ଏବେ UAE ପାଇଁ କୌଣସି ରଣନୈତିକ ସମ୍ପତ୍ତି ନୁହେଁ । ଏବେ ସମୟ ଆସି ଯାଇଛି, ଆମେରିକା ସୈନ୍ୟ ଆଡ୍ଡାକୁ ବନ୍ଦ କରିବା ଦିଗରେ ବିଚାର କରିବାକୁ ପଡ଼ିବ ।"
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅବ୍ଦୁଲଖାଲିକ ଅବ୍ଦୁଲ୍ଲା ଆମେରିକା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି । ଲେଖିଛନ୍ତି, "ବର୍ତ୍ତମାନ ଯୁଦ୍ଧରେ UAE ପ୍ରମାଣିତ କରିଛି ଆମେ ନିଜ ରକ୍ଷା ନିଜେ କରିପାରିବୁ । ଦେଶର ସୁରକ୍ଷା ଲାଗି ଆମକୁ ଆମେରିକାର ଆବଶ୍ୟକତା ନାହିଁ ।"
ଏଥିସହ ପଢ଼ନ୍ତୁ: ଇରାନର ପାୱାର୍ ପ୍ଲାଣ୍ଟ ଏବଂ ବ୍ରିଜକୁ ଧ୍ୱଂସ କରିଦେବାର ଧମକ ଦେଲେ ଟ୍ରମ୍ପ
ରୟଟର୍ସକୁ ଅବ୍ଦୁଲଖାଲିକ ଅବ୍ଦୁଲ୍ଲା କହିଛନ୍ତି, "ଦେଶର ରକ୍ଷା ପାଇଁ ଏବେ ଆମେରିକାର ଆବଶ୍ୟକତା ନାହିଁ । ଇରାନର ଆକ୍ରମଣ ବେଳେ ଆମ ପ୍ରମାଣିତ କରିଛୁ, ନିଜେ ନିଜ ଦେଶର ରକ୍ଷା କରିପାରିବୁ । ଆମେରିକା ସୈନ୍ୟ ଠିକଣାର ଆବଶ୍ୟକତା ନାହିଁ । ବରଂ UAE ନିଜର ସୈନ୍ୟକୁ ମଜଭୁତ୍ କରିବା ଦରକାର ।"
ହଠାତ୍ କାହିଁକି ବଦଳିଲା UAEର ମନ ?

ଇରାନ ଯୁଦ୍ଧରେ ମଧ୍ୟପ୍ରାଚ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଉପସାଗରୀୟ ରାଷ୍ଟ୍ର ଅନୁସାରେ, ଆମେରିକା ଆକ୍ରମଣ ପୂର୍ବରୁ କୌଣସି ସୂଚନା ଦେଇନଥିଲା । ଫଳରେ ଆମେ ପ୍ରସ୍ତୁତ ହୋଇ ପାରିନଥିଲୁ । ଯୁଦ୍ଧ ଆରମ୍ଭ ମାତ୍ରେ ଇରାନ, UAE ସହ ଅନ୍ୟ ଉପସାଗରୀୟ ଦେଶ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ ରିଥିଲା । ଫଳରେ ଆର୍ଥିକ କ୍ଷତି ହେବା ସହ ଜୀବନ ହାନି ହୋଇଛି ।
Related Topics
Explore more stories