Pakistan Israel Tension / ଇସ୍ରାଏଲକୁ 'ସୈତାନ' କହିଲା ପାକିସ୍ତାନ; ଖୋଲା ଧମକ ଦେଲେ ନେତାନ୍ୟାହୁ
·2 hours ago·2 min read

Key Points
ଯୁଦ୍ଧବିରତି ଭିତରେ ମୁହାଁମୁହିଁ ପାକିସ୍ତାନ ଓ ଇସ୍ରାଏଲ
ପାକିସ୍ତାନର ମଧ୍ୟସ୍ଥତା ଉପରେ ଭରସା ନଥିବା କହିଲା ଇସ୍ରାଏଲ
ସେପଟେ ଇସ୍ରାଏଲକୁ 'ସୈତାନ' କହିଲା ପାକିସ୍ତାନ
ପାକିସ୍ତାନର ମଧ୍ୟସ୍ଥତା ଉପରେ ଭରସା ନଥିବା କହିଲା ଇସ୍ରାଏଲ
ସେପଟେ ଇସ୍ରାଏଲକୁ 'ସୈତାନ' କହିଲା ପାକିସ୍ତାନ
ମଧ୍ୟପ୍ରାଚ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲ ଏବଂ ପାକିସ୍ତାନ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ପାକିସ୍ତାନ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରୁଛି । ଏପରି ପରିସ୍ଥିତିରେ ଏହି ଦୁଇ ଦେଶ ମଧ୍ୟରେ ସଂଘର୍ଷ ଯୁଦ୍ଧବିରତିକୁ ବିପଦରେ ପକାଇପାରେ । କାରଣ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ 'ଇସ୍ରାଏଲ ମାନବତା ପାଇଁ ଅଭିଶାପ' । ଏହାପରେ ଇସ୍ରାଏଲ ଏହି ବିବୃତ୍ତିର ପ୍ରତିଶୋଧ ନେଇ ଇସଲାମାବାଦର ମଧ୍ୟସ୍ଥତା ପ୍ରସ୍ତାବକୁ ନିନ୍ଦା କରିଛି ଓ ଖୋଲା ଧମକ ଦେଇଛି ।
ପଢନ୍ତୁ ଏହି ଖବର: ଲେବାନନ ଆକ୍ରମଣରେ ଚିହିଁକି ଉଠିଲା ଇରାନ; ବନ୍ଦ କରିଦେଲା ହର୍ମୁଜ୍
- କାହିଁକି ଇସ୍ରାଏଲକୁ 'ସୈତାନ' କହିଲା ପାକିସ୍ତାନ ?
ପଢନ୍ତୁ ଏହି ଖବର: ଲେବାନନ ଆକ୍ରମଣରେ ଚିହିଁକି ଉଠିଲା ଇରାନ; ବନ୍ଦ କରିଦେଲା ହର୍ମୁଜ୍
- ପାକିସ୍ତାନକୁ ଇସ୍ରାଏଲର ଖୋଲା ଧମକ
- ପାକିସ୍ତାନକୁ 'ଆତଙ୍କବାଦୀ' କହିଲା ଇସ୍ରାଏଲ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories