Middle East Ceasefire / ମଧ୍ୟପ୍ରାଚ୍ୟରେ ହୋଇପାରେ ୪୫ ଦିନିଆ ଅସ୍ତ୍ରବିରତି; ଚାଲିଛି ଆଲୋଚନା
·2 days ago·2 min read

Key Points
ଆମେରିକା ଓ ଇରାନ ମଧ୍ୟରେ ଚାଲିଛି ଆଲୋଚନା
ମଧ୍ୟପ୍ରାଚ୍ୟରେ ହୋଇପାରେ ୪୫ ଦିନିଆ ଅସ୍ତ୍ରବିରତି
ଏହା ବାସ୍ତବରେ ଶାନ୍ତି ନା ଅନ୍ୟ କୌଣସି ନୂଆ ଚକ୍ରାନ୍ତ ?
ମଧ୍ୟପ୍ରାଚ୍ୟରେ ହୋଇପାରେ ୪୫ ଦିନିଆ ଅସ୍ତ୍ରବିରତି
ଏହା ବାସ୍ତବରେ ଶାନ୍ତି ନା ଅନ୍ୟ କୌଣସି ନୂଆ ଚକ୍ରାନ୍ତ ?
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଇତିମଧ୍ୟରେ ୩୩ ଦିନରେ ପହଞ୍ଚିଛି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଉଥିବାବେଳେ ସେପଟେ ଇରାନ ଏହାର କଡ଼ା ଜବାବ ଦେଉଛି । ଫଳରେ ଯୁଦ୍ଧ ଭୟଙ୍କର ରୂପ ନେଉଛି । ସେପଟେ ଟ୍ରମ୍ପ ଇରାନକୁ ମଙ୍ଗଳବାର ପର୍ଯ୍ୟନ୍ତ ଅଲ୍ଟିମେଟ୍ ଦେଇଛନ୍ତି । ଯଦି ତେହରାନ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ୍ ଷ୍ଟ୍ରେଟକୁ ନଖୋଲେ, ତେବେ ଆମେରିକା ପରିସ୍ଥିତି ଭୟାବହ ହେବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି । ମଧ୍ୟପ୍ରାଚ୍ୟରେ ହେଉଥିବା ଯୁଦ୍ଧରେ ୪୫ ଦିନିଆ ଅସ୍ତ୍ରବିରତି ନେଇ ଆଲୋଚନା ଜାରି ରହିଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବୁଝାମଣା ହୋଇପାରେ ବୋଲି କୁହାଯାଉଛି ।
ପଢନ୍ତୁ ଏହି ଖବର: ଟ୍ରମ୍ପ ପୁଣି ଦେଲେ ଇରାନକୁ ଅଲ୍ଟିମେଟମ୍; 'ମଙ୍ଗଳବାର ଯାହା ହେବ ଭାବି ପାରିବନି'
- ଅସ୍ତ୍ରବିରତି ନେଇ କଣ ଆଲୋଚନା ହେଲା ?
- ଅସ୍ତ୍ରବିରତି ପାଇଁ ପାକିସ୍ତାନ କରୁଛି ମଧ୍ୟସ୍ଥତା
ପଢନ୍ତୁ ଏହି ଖବର: ଟ୍ରମ୍ପ ପୁଣି ଦେଲେ ଇରାନକୁ ଅଲ୍ଟିମେଟମ୍; 'ମଙ୍ଗଳବାର ଯାହା ହେବ ଭାବି ପାରିବନି'
- ହର୍ମୁଜ୍ ନେଇ ଘନଉଛି ସ୍ଥିତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories