Indian Death / ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ; ଅକାଳରେ ଚାଲିଗଲା ଭାରତୀୟଙ୍କ ଜୀବନ
·5 months ago·2 min read

Key Points
ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ
ଇରାନ କଲା ଘନ ଘନ ଆକ୍ରମଣ
ଚାଲିଗଲା ଭାରତୀୟଙ୍କ ଜୀବନ
ଇରାନ କଲା ଘନ ଘନ ଆକ୍ରମଣ
ଚାଲିଗଲା ଭାରତୀୟଙ୍କ ଜୀବନ
ପଶ୍ଚିମ ଏସିଆରେ ବଢୁଛି ଅଶାନ୍ତି । ଚାଲିଛି ଘନ ଘନ ଆକ୍ରମଣ । କୁଏତ, ଲେବନାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଘଟଣାବଳୀ ଏହାର ସଙ୍କେତ ଦେଉଛି । ଏହି ସଂଘର୍ଷରେ ସାଧାରଣ ଲୋକଙ୍କ ଜୀବନ ଯାଉଥିବାବେଳେ ବିଦେଶୀ କର୍ମଚାରୀଙ୍କ ମଧ୍ୟ ଅକଳାରେ ମୃତ୍ୟୁ ଘଟୁଛି । ଏହାରି ମଧ୍ୟରେ ଇରାନ କୁଏତର ଏକ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି, ଯେଉଁଥିରେ ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
କୁଏତର ବିଦ୍ୟୁତ୍, ଜଳ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ସୋମବାର ଦିନ କହିଛି ଯେ ରବିବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣ ଏକ ପ୍ରମୁଖ ବିଦ୍ୟୁତ୍ ଏବଂ ଜଳ ଡିସାଲିନେସନ୍ ପ୍ଲାଣ୍ଟର ସେବା ଭବନକୁ ଟାର୍ଗେଟ କରିଥିଲା । ସେଠାରେ କାର୍ଯ୍ୟରତ ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ କୋଠାଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା ।
ପଢନ୍ତୁ ଏହି ଖବର: ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନ୍ ପାଇଁ ଆମେରିକାର ରଣନୀତି

- ଘଟଣାସ୍ଥଳରେ ଜରୁରୀକାଳୀନ ଦଳ
ପଢନ୍ତୁ ଏହି ଖବର: ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନ୍ ପାଇଁ ଆମେରିକାର ରଣନୀତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଲେବାନନରେ ବଢୁଛି ଉତ୍ତେଜନା
Related Topics
Explore more stories