Iran Attack / ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ
·6 months ago·2 min read

Key Points
ପ୍ରତିଶୋଧର ନିଆଁରେ ଜଳୁଛି ଇରାନ
ବନ୍ଧୁ ପାକିସ୍ତାନ କଥାକୁ ବି ଶୁଣିଲାନି
ସାଉଦି ଆରବ ଉପରେ କଲା ଆକ୍ରମଣ
ବନ୍ଧୁ ପାକିସ୍ତାନ କଥାକୁ ବି ଶୁଣିଲାନି
ସାଉଦି ଆରବ ଉପରେ କଲା ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ ଲାଗି ରହିଛି । ଖାମେନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧର ନିଆଁରେ ଜଳୁଛି ଇରାନ । ଏପରିକି ବନ୍ଧୁ ପାକିସ୍ତାନ କଥାକୁ ବି ଇରାନ ଖାତିର ନ କରି ସାଉଦି ଆରବ ଉପରେ ଆକ୍ରମଣ କରିଛି । ମଙ୍ଗଳବାର ଇରାନୀ ଡ୍ରୋନଗୁଡ଼ିକ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ କରିଛି ଆକ୍ରମଣ ।
ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ସୋମବାର କହିଥିଲେ ଯେ ସେ ତାଙ୍କର ଇରାନୀ ପ୍ରତିପକ୍ଷ ଆବାସ ଆରାଘଚିଙ୍କୁ ସାଉଦି ଆରବ ଉପରେ ଆକ୍ରମଣ ନ କରିବା ଉପରେ ଆଲୋଚନା କରିଛନ୍ତି । ଡାର ଇସଲାମାବାଦ ଏବଂ ରିୟାଦ ମଧ୍ୟରେ ହୋଇଥିବା ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମାକୁ ମନେ ପକାଇ ଇରାନକୁ ଚେତାବନୀ ଦେଇଥିଲେ । ହେଲେ ପ୍ରତିଶୋଧର ନିଆଁରେ ଜଳୁଥିବା ଇରାନ କାହା କଥା ଶୁଣିନି । ଆମେରିକା ବିରୋଧରେ ପ୍ରତିଶୋଧ ନେବା ଲାଗି ସାଉଦି ଆରବରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି ।
ପଢନ୍ତୁ ଏହି ଖବର: ଖାମେନେଇଙ୍କ ଡାହାଣ ହାତର ରହସ୍ୟ; ୪୫ ବର୍ଷରୁ ପୁରା ଦୁନିଆଠୁ ଲୁଚାଉଥିଲେ...

- ଇରାନୀ ଡ୍ରୋନ ଆକ୍ରମଣ ପରେ ସ୍ଥିତି ଗମ୍ଭୀର
ପଢନ୍ତୁ ଏହି ଖବର: ଖାମେନେଇଙ୍କ ଡାହାଣ ହାତର ରହସ୍ୟ; ୪୫ ବର୍ଷରୁ ପୁରା ଦୁନିଆଠୁ ଲୁଚାଉଥିଲେ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସାଉଦି ନେତୃତ୍ୱ ସହ ପାକିସ୍ତାନର ଆଲୋଚନା
ଅଧିକ ଖବର ପଢନ୍ତୁ...
Related Topics
Explore more stories