Kamal Haasan To Trump / ଟ୍ରମ୍ପଙ୍କ କ୍ଲାସ୍ ନେଲେ କମଲ୍ ହାସନ୍; କହିଲେ ନିଜ କାମ ଉପରେ ଧ୍ୟାନ ଦିଅ
·6 months ago·2 min read

Key Points
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଚିଠି
ଚିଠିରେ କଡ଼ା ଶବ୍ଦରେ ବାର୍ତ୍ତା ଦେଲେ କମଲ୍ ହାସନ୍
କହିଲେ 'ମାଇଣ୍ଡ ଇୱର ଓନ୍ ବିଜନେସ୍'
ଚିଠିରେ କଡ଼ା ଶବ୍ଦରେ ବାର୍ତ୍ତା ଦେଲେ କମଲ୍ ହାସନ୍
କହିଲେ 'ମାଇଣ୍ଡ ଇୱର ଓନ୍ ବିଜନେସ୍'
ଦକ୍ଷିଣ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ତଥା ରାଜନେତା କମଲ୍ ହାସନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଖୋଲା ଚିଠି ଲେଖି କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଏକ ସ୍ୱାଧୀନ ଏବଂ ସାର୍ବଭୌମ ରାଷ୍ଟ୍ର । ଭାରତ ଆଉ କୌଣସି ଦୂର ଦେଶର ନିର୍ଦ୍ଦେଶ ଗ୍ରହଣ କରେ ନାହିଁ । ଏଣୁ ଭାରତକୁ ନିର୍ଦ୍ଦେଶ ନ ଦେଇ ନିଜ କାମ ଉପରେ ଧ୍ୟାନ ଦେଲେ ଭଲ ହେବ ବୋଲି ଏକ୍ସ ସାଇଟରେ ଲେଖିଛନ୍ତି କମଲ ହାସନ ।
ହାସନ ଲେଖିଛନ୍ତି, "ଭାରତ ଏକ ସ୍ୱାଧୀନ ଦେଶ ଏବଂ ଯେକୌଣସି ବିଦେଶୀ ଶକ୍ତିଠାରୁ ନିର୍ଦ୍ଦେଶ ନେବାର ସମୟ ଶେଷ ହୋଇସାରିଛି । ଦେଶମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ହେଉଛି ବିଶ୍ୱରେ ସ୍ଥାୟୀ ଶାନ୍ତିର ମୂଳଦୁଆ ।" ସେ ଆମେରିକାର ରାଷ୍ଟ୍ରପତିଙ୍କୁ ନିଜ କାମ ଉପରେ ଧ୍ୟାନ ଦେବାକୁ କହିଥିଲେ । ଏହାସହିତ ସେ ନିଜକୁ ଜଣେ ଗର୍ବିତ ଭାରତୀୟ ନାଗରିକ ଭାବରେ ବର୍ଣ୍ଣନା ମଧ୍ୟ କରିଥିଲେ ।

- ଏମିତି କଣ କଲେ ଟ୍ରମ୍ପ ?
- ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଖବର ପଢନ୍ତୁ...
Related Topics
Explore more stories