Ahmedabad Pitch Report / ଆଜି ଫାଇନାଲ୍ ଟକ୍କର; କେମିତି ରହିବ ଅହମ୍ମଦାବାଦ ପିଚ୍, ହେବ କି ରନ୍ ବର୍ଷା ?
·3 weeks ago·2 min read

Key Points
ସୁପର ସଣ୍ଡେରେ ଆଜି ସୁପର ମ୍ୟାଚ୍
ନ୍ୟୁଜିଲାଣ୍ଡ ସହ ଫାଇନାଲ୍ ଖେଳିବ ଭାରତ
କେମିତି ରହିଛି ଅହମ୍ମଦାବାଦ ପିଚ୍ ?
ଆଜି ମ୍ୟାଚରେ ହେବ କି ରନ୍ ବର୍ଷା ?
ନ୍ୟୁଜିଲାଣ୍ଡ ସହ ଫାଇନାଲ୍ ଖେଳିବ ଭାରତ
କେମିତି ରହିଛି ଅହମ୍ମଦାବାଦ ପିଚ୍ ?
ଆଜି ମ୍ୟାଚରେ ହେବ କି ରନ୍ ବର୍ଷା ?
ଆଜି ସୁପର ସଣ୍ଡେରେ ୨୦୨୬ ଟି୨୦ ବିଶ୍ୱକପ୍ ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ସେହି ପଡ଼ିଆ ଯେଉଁଠାରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରିଥିଲା । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ୨୦୨୩ ଏକଦିବସୀୟ ବିଶ୍ୱକପ୍ ଫାଇନାଲ୍ ମଧ୍ୟ ଏହି ପଡ଼ିଆରେ ହାରିଥିଲା । ଏଣୁ ଅନେକ ପ୍ରଶଂସକ ଏହି ଗ୍ରାଉଣ୍ଡକୁ ଅନଲକି ବୋଲି କହୁଛନ୍ତି । ସବୁରିପରେ ଅହମ୍ମଦାବାଦ ଷ୍ଟାଡିୟମର ପିଚର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଅଛି । ତେଣୁ ଆସନ୍ତୁ ଜାଣିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ପିଚ୍ କିପରି ଅଛି ।
ପଢନ୍ତୁ ଏହି ଖବର: ନୂଆ ଗର୍ଲଫ୍ରେଣ୍ଡ ସହ ଗମ୍ଭୀରଙ୍କୁ ପରିଚିତ କରାଇଲେ ପାଣ୍ଡ୍ୟା, ଭାଇରାଲ ଭିଡିଓ
ଅଧିକ ଖବର ପଢନ୍ତୁ...
- ଲାଲ ଏବଂ କଳା ମାଟିର ପିଚ୍
ପଢନ୍ତୁ ଏହି ଖବର: ନୂଆ ଗର୍ଲଫ୍ରେଣ୍ଡ ସହ ଗମ୍ଭୀରଙ୍କୁ ପରିଚିତ କରାଇଲେ ପାଣ୍ଡ୍ୟା, ଭାଇରାଲ ଭିଡିଓ
- କିପରି ଅଛି ପିଚ୍ ସ୍ଥିତି ?
- ଉଭୟ ଦଳର ପ୍ରଦର୍ଶନ କିପରି ?
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories