Tunnel Workers Rescue / ଏବେ ବି ସରିନି ଜୀବନର ଆଶା; ନେପାଳ ପ୍ରଳୟଙ୍କରୀ ବନ୍ୟାର ୯ ଦିନ ପରେ ଚମତ୍କାର
·1 hour ago·2 min read

Key Points
ପ୍ରଳୟଙ୍କାରୀ ବନ୍ୟାର ୯ ଦିନ ପରେ ଚମତ୍କାର
ସୁଡଙ୍ଗରେ ଫସି ଯାଇଥିଲେ ଶ୍ରମିକ
ମାଟି ଭିତରୁ ଶ୍ରମିକଙ୍କୁ ଉଦ୍ଧାର କଲା ଟିମ୍
ସୁଡଙ୍ଗରେ ଫସି ଯାଇଥିଲେ ଶ୍ରମିକ
ମାଟି ଭିତରୁ ଶ୍ରମିକଙ୍କୁ ଉଦ୍ଧାର କଲା ଟିମ୍
କାଠମାଣ୍ଡୁ: ନେପାଳରେ ଏବେ ବି ସରିନି ଜୀବନର ଆଶା । ପ୍ରଳୟଙ୍କରୀ ବନ୍ୟାର ୯ ଦିନ ପରେ ଚମତ୍କାର ଘଟିଛି । ସୁଡଙ୍ଗ ଭିତରୁ ଉଦ୍ଧାର ହୋଇଛନ୍ତି ଦୁଇ ଜଣ ଶ୍ରମିକ । ସେମାନେ ହେଉଛନ୍ତି ହାଇଡ୍ରୋ ପାଓ୍ବାରର କର୍ମଚାରୀ । ଅଗଷ୍ଟ ୨୬ରେ ଭୟଙ୍କର ବନ୍ୟା ପରେ ସେମାନେ ପୋତି ହୋଇଯାଇଥିଲେ । ତେବେ ଆଜି ଉଦ୍ଧାର କାର୍ଯ୍ୟ ବେଳେ ମାଟି ତଳୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍ । ୯ ଦିନ ପରେ ମାଟି ତଳୁ ଜୀବନ ମିଳିଥିବା ଖବର ଆସିବା ପରେ ସମସ୍ତେ ଚକିତ ହୋଇପଡ଼ିଛନ୍ତି ।
ପଢନ୍ତୁ ଏହି ଖବର: ମିଳୁନାହିଁ ପାର୍ଥିବ ଶରୀର; ଘାସ ତିଆରି ପ୍ରତିମୂର୍ତ୍ତିର ଅନ୍ତିମ ସଂସ୍କାର କରୁଛନ୍ତି ପରିଜନ
- 'ରଖେ ହରି ତ ମାରେ କିଏ'
- ମାଟି ତଳୁ ଶୁଭିଥିଲା ସ୍ଵର
ପଢନ୍ତୁ ଏହି ଖବର: ମିଳୁନାହିଁ ପାର୍ଥିବ ଶରୀର; ଘାସ ତିଆରି ପ୍ରତିମୂର୍ତ୍ତିର ଅନ୍ତିମ ସଂସ୍କାର କରୁଛନ୍ତି ପରିଜନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବନ୍ୟାରେ ତ୍ରିଶୂଳି ଘାଟିରେ ବଡ଼ କ୍ଷତି
Related Topics
Explore more stories