Oil Tanker Attack / ସମୁଦ୍ର ଭିତରେ ତେଲ ଟାଙ୍କି ଉପରେ ବଡ଼ ଆକ୍ରମଣ; ଜଣେ ଭାରତୀୟ ମୃତ
·6 months ago·2 min read

Key Points
ସମୁଦ୍ର ମଝିରେ ଭୟଙ୍କର ବିସ୍ଫୋରଣ
ଟାର୍ଗେଟରେ ବଡ଼ ତେଲ ଟାଙ୍କି
କିଏ କଲା ଏହି ଆତଙ୍କୀ ହମଲା
ଟାର୍ଗେଟରେ ବଡ଼ ତେଲ ଟାଙ୍କି
କିଏ କଲା ଏହି ଆତଙ୍କୀ ହମଲା
ମଧ୍ୟପ୍ରାଚ୍ୟ ଦେଶ ଓମାନ ଉପକୂଳରେ ଏକ ତେଲ ଟ୍ୟାଙ୍କର ଉପରେ ବଡ଼ ଧରଣର ଆକ୍ରମଣ ହୋଇଛି । ଏଥିରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ ପଛରେ ପ୍ରକୃତ ଷଡ଼ଯନ୍ତ୍ରକାରୀ ଦେଶ କିଏ ତାହା ସ୍ପଷ୍ଟ ହୋଇନାହିଁ । ଆକ୍ରମଣ ଏତେ ଜୋରରେ ହୋଇଥିଲା ଯେ ଜାହାଜର ଇଞ୍ଜିନ ବଗିରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା । ଏହାପରେ ମଝି ସମୁଦ୍ରର ଆକାଶ ପୁରା ଧୂଆଁମୟ ହୋଇଯାଇଥିଲା ।
ଓମାନ ଉପକୂଳରେ ଯାଉଥିବା ଏହି ଏକ ତେଲ ଟ୍ୟାଙ୍କର ଉପରେ ଡ୍ରୋନ୍ ଦ୍ଵାରା ଆକ୍ରମଣ କରାଯାଇଥିଲା । ଏଥିରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ଥିବା ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଆଜି ସୋମବାର (୨ ମାର୍ଚ୍ଚ) ଅଧିକାରୀମାନେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ଟ୍ୟାଙ୍କରଟି ତା'ର ନିର୍ଦ୍ଧାରିତ ରାସ୍ତାରେ ଯାଉଥିବା ସମୟରେ ସମୁଦ୍ରରେ ଆକ୍ରମଣ ଘଟିଥିଲା ।

- ଆତଙ୍କୀଙ୍କ ଟାର୍ଗେଟରେ ତେଲ ଟ୍ୟାଙ୍କର
- ଜାହାଜରେ ଥିଲେ ମୋଟ ୨୧ ଜଣ ଲୋକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସମୁଦ୍ର ଭିତରେ ଓମାନ ନୌସେନା
ଅଧିକ ଖବର ପଢନ୍ତୁ...
Related Topics
Explore more stories