America Next Target / କ୍ୟୁବା ଆକାଶରେ ଆମେରିକାର ୨୦୦୦ କୋଟି ମୂଲ୍ୟର ଡ୍ରୋନ; ହେବ କି 'ଅପରେସନ ମାଦୁରୋ' ?
·1 hour ago·3 min read

Key Points
ଆମେରିକାର ପରବର୍ତ୍ତୀ ଟାର୍ଗେଟରେ କି କ୍ୟୁବା ?
କ୍ୟୁବା ଦକ୍ଷିଣାଞ୍ଚଳ ଆକାଶରେ ୬ ଘଣ୍ଟା ଉଡିଲା ଡ୍ରୋନ
ଏହା ଥିଲା ଆମେରିକାର ସବୁଠୁ ଦାମି ଡ୍ରୋନ
କ୍ୟୁବା ଦକ୍ଷିଣାଞ୍ଚଳ ଆକାଶରେ ୬ ଘଣ୍ଟା ଉଡିଲା ଡ୍ରୋନ
ଏହା ଥିଲା ଆମେରିକାର ସବୁଠୁ ଦାମି ଡ୍ରୋନ
ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ସ୍ଥିତି ଥମିନଥିବା ବେଳେ ଆମେରିକା କଲାଣି ନୂଆ ଟାର୍ଗେଟ । ଟ୍ରମ୍ପ ନିକଟରେ କହିଥିଲେ ଯେ କ୍ୟୁବା ଉପରେ ନିୟନ୍ତ୍ରଣ ନେବାରେ ତାଙ୍କୁ ସମ୍ମାନ ମିଳିବ । ଆଉ ଏବେ ଆମେରିକା ନୌସେନାର MQ-4C ଟ୍ରାଇଟନ୍ ଡ୍ରୋନ୍ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କ୍ୟୁବାର ଦକ୍ଷିଣ ଉପକୂଳରେ ଚକ୍କର କାଟିଛି । ଏହା ଆମେରିକାର ସବୁଠୁ ଦାମି ଡ୍ରୋନ ବୋଲି କୁହାଯାଉଛି । ଏହା ସ୍ପଷ୍ଟ କରୁଛି ଯେ ହୁଏତ ଏବେ ଆମେରିକା ନଜର କ୍ୟୁବା ଉପରେ ଅଛି ।
ପଢନ୍ତୁ ଏହି ଖବର: ଆମେରିକାକୁ ଟକ୍କର ଦେବ କି କ୍ୟୁବା ? ଜାଣନ୍ତୁ ୫୦ ହଜାର ସେନା ଓ ଗରିଲା ଯୁଦ୍ଧର ଗୁପ୍ତ ଶକ୍ତି
- କ୍ୟୁବା ଆକାଶରେ ଆମେରିକା ଡ୍ରୋନ
- MQ-4C ଟ୍ରାଇଟନର ସ୍ଵତନ୍ତ୍ରତା
- ପେଣ୍ଟାଗନର ପ୍ରସ୍ତୁତି
ପଢନ୍ତୁ ଏହି ଖବର: ଆମେରିକାକୁ ଟକ୍କର ଦେବ କି କ୍ୟୁବା ? ଜାଣନ୍ତୁ ୫୦ ହଜାର ସେନା ଓ ଗରିଲା ଯୁଦ୍ଧର ଗୁପ୍ତ ଶକ୍ତି
- କ୍ୟୁବାରେ ହେବ କି 'ଅପରେସନ ମାଦୁରୋ' ?
- କାହିଁକି ଟ୍ରମ୍ପଙ୍କ ଟାର୍ଗେଟରେ କ୍ୟୁବା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories