Pakistan Crisis / ଅଟାଠୁ ତେଲ କିଛି ମିଳୁନି; ଯୁଦ୍ଧ ଭିତରେ ପାକିସ୍ତାନରେ ବଢୁଛି ସଙ୍କଟ
·5 months ago·3 min read

Key Points
ପାକିସ୍ତାନ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ମହାପ୍ରଭାବ
ନା ମିଳୁଛି ତେଲ ନା ମିଳୁଛି ଅଟା
ରାତି ହେଲାମାନେ ଅନ୍ଧାର ହୋଇଯାଉଛି ଦେଶ
ନା ମିଳୁଛି ତେଲ ନା ମିଳୁଛି ଅଟା
ରାତି ହେଲାମାନେ ଅନ୍ଧାର ହୋଇଯାଉଛି ଦେଶ
ଯୁଦ୍ଧ ଆମେରିକା ଓ ଇରାନ ମଧ୍ୟରେ ହେଉଛି, କିନ୍ତୁ ପାକିସ୍ତାନ ଉପରେ ପଡ଼ିଛି ବଡ଼ ପ୍ରଭାବ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ଅଛି । ଫଳରେ ପଡ଼ୋଶୀ ଦେଶ ପାକିସ୍ତାନରେ ସଙ୍କଟ ବଢି ବଢି ଚାଲିଛି । ଏଠାରେ କେବଳ ସଙ୍କଟ ପେଟ୍ରୋଲ କି ଡିଜେଲ ପର୍ଯ୍ୟନ୍ତ ନୁହେଁ, ବରଂ ଦେଶରେ ଅଟା, ଚାଉଳ ପରି ଜରୁରୀ ଖାଦ୍ୟ ପଦାର୍ଥର ଅଭାବ ହେଲାଣି । ଦେଶରେ ମହଙ୍ଗା ମାଡ଼ ପୁଣି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ପାକିସ୍ତାନର ଅର୍ଥବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି ।
ପାକିସ୍ତାନର ସ୍ଥିତି ଏତେ ମାତ୍ରାରେ ପ୍ରଭାବିତ ହୋଇଛି ଯେ ସରକାର ଚିନ୍ତାରେ ପଡ଼ିଛନ୍ତି । ଦେଶରେ କରୋନା ମହାମାରୀ ପରି ଉପାୟ ଲାଗୁ କରିବାକୁ ପଡୁଛି । ସବୁଠୁ ତାଜା ଆଦେଶ ବିଷୟରେ କହିବାକୁ ଗଲେ, ଏବେ ପାକିସ୍ତାନର ରାତି ୮ଟା ପରେ ଅନ୍ଧାରରେ ବୁଡ଼ିବାକୁ ଯାଉଛି । ଶକ୍ତି ସଙ୍କଟକୁ ରକ୍ଷା କରିବା ଲାଗି ପାକ୍ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତୁ ପାକିସ୍ତାନର ୫ଟି ସଙ୍କଟ ବିଷୟରେ ଜାଣିବା ।
ପଢନ୍ତୁ ଏହି ଖବର: ଯୁଦ୍ଧ ଭିତରେ ଇରାନର ସର୍ବୋଚ୍ଚ ନେତା ଚେତାଶୂନ୍ୟ; ଆଶ୍ଚର୍ଯ୍ୟ ପୂରା ବିଶ୍ଵ

- ପେଟ୍ରୋଲ-ଡିଜେଲ ସଙ୍କଟ
ପଢନ୍ତୁ ଏହି ଖବର: ଯୁଦ୍ଧ ଭିତରେ ଇରାନର ସର୍ବୋଚ୍ଚ ନେତା ଚେତାଶୂନ୍ୟ; ଆଶ୍ଚର୍ଯ୍ୟ ପୂରା ବିଶ୍ଵ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପାକିସ୍ତାନ ଉପରେ ବଢୁଛି ଋଣ ବୋଝ
- ମିଳୁନି ଅଟା, ଚାଉଳଠୁ ଖାଇବା ତେଲ
- ଅଣ୍ଟା ଭାଙ୍ଗିଲାଣି ଅର୍ଥବ୍ୟବସ୍ଥା
ପଢନ୍ତୁ ଏହି ଖବର: ଶେହବାଜ ସରିଫଙ୍କ ବଡ଼ ଘୋଷଣା, ପାକିସ୍ତାନରେ ରାତି ୮ଟା ପରେ ଲାଗୁ ହେବ ଲକ୍ଡାଉନ୍ !
- ଅନ୍ଧାରରେ ବୁଡ଼ିବାକୁ ଯାଉଛି ପାକିସ୍ତାନ
ଦେଖନ୍ତୁ ଏହି ଖବର: ମିଡିଆ ଆଗରେ କାନ୍ଦିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ !!! | Pakistan Crisis | Economic Crisis
Related Topics
Explore more stories