Houthi Attack / ଇରାନର ବନ୍ଧୁ ଉପରେ ରାଗିଗଲା ପାକିସ୍ତାନ; କହିଲା ଆମେ ସାଉଦି ଆରବ ସହ ଅଛୁ
·1 month ago·2 min read

Key Points
ସାଉଦି ତେଲ ଟ୍ୟାଙ୍କର ଉପରେ ହାଉତି ବିଦ୍ରୋହୀଙ୍କ ଆକ୍ରମଣ
କଡ଼ା ନିନ୍ଦା କଲା ପାକିସ୍ତାନ, ଇରାନର ଏହି ବନ୍ଧୁ ଉପରେ ରାଗିଗଲା
କଡ଼ା ନିନ୍ଦା କଲା ପାକିସ୍ତାନ, ଇରାନର ଏହି ବନ୍ଧୁ ଉପରେ ରାଗିଗଲା
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଲୋହିତ ସାଗରରେ ସାଉଦି ତେଲ ଟ୍ୟାଙ୍କର ଉପରେ ହାଉତି ବିଦ୍ରୋହୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଶେହବାଜ ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ଅବଦୁଲଅଜିଜ ଅଲ୍ ସାଉଦଙ୍କ ସହିତ ଫୋନରେ କଥାବାର୍ତ୍ତା କରିଛନ୍ତି । ସେ ଏହି ଆକ୍ରମଣକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ଓ ଆଞ୍ଚଳିକ ଶାନ୍ତି ପ୍ରତି ବିପଦ ସୃଷ୍ଟି ବୋଲି କହିଛନ୍ତି । ପାକିସ୍ତାନ ସାଉଦି ଆରବ ସହ ଥିବା କହିଛି ଓ ଇରାନର ଏହି ବନ୍ଧୁକୁ ଟାର୍ଗେଟ କରିଛି ।
ଗୁରୁବାର ସକାଳେ ଇରାନ ସମର୍ଥିତ ହାଉତି ଆକ୍ରମଣ ପରେ ଶେହବାଜ ସରି ସାଉଦି ଆରବର ପିଏମଙ୍କ ସହିତ ଫୋନରେ କଥା ହୋଇଛନ୍ତି । କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଶେହବାଜ କହିଛନ୍ତି ଯେ ଲୋହିତ ସାଗରରେ ସାଉଦି ତେଲ ଟ୍ୟାଙ୍କର ଉପରେ ହାଉତି ଦ୍ଵାରା କରାଯାଇଥିବା ଆକ୍ରମଣକୁ ପାକିସ୍ତାନ କଡ଼ା ନିନ୍ଦା କରିଛି ।

- କଣ ପୂରା ଘଟଣା ?
- ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ କହିଲା ପାକ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ‘ମୁଁ PoKର ପ୍ରଧାନମନ୍ତ୍ରୀ ହେବାକୁ ଚାହେଁ’ ! ନୱାଜ ସରିଫଙ୍କ ବଡ଼ ବୟାନ, ଜାଣନ୍ତୁ କାହିଁକି କହିଲେ ଏମିତି ?
- ବିଶ୍ୱ ବାଣିଜ୍ୟ ଏବଂ ସୁରକ୍ଷା ପାଇଁ ଏକାଠି କାମ କରିବା
Related Topics
Explore more stories