Pakistan PMO Petty Act / ପୁଣି କାରନାମା ପାଇଁ ଲଜ୍ଜିତ ପାକିସ୍ତାନ; କରିବସିଲା ଏଭଳି କାମ
·9 mins ago·2 min read

Key Points
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗ୍ରୁପ ଫଟୋ ରୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇ ଦେଇଛି।
SCO leaders group photo 2026: କିର୍ଗିଜସ୍ତାନ ରାଜଧାନୀ ବିଶକେକ ଠାରେ ଅନୁ୍ଷ୍ଠିତ ହୋଇଯାଇଛି ୨୦୨୬ ସାଂଘାଇ ସହଯୋଗ ସଙ୍ଗଠନ ବୈଠକ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷୀୟ ରାଷ୍ଟ୍ରାଧ୍ୟକ୍ଷ ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମେତ ଅନେକ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ଏହି ବୈଠକରେ ଯୋଗ ଦେଇଥିବା ସମସ୍ତ ଦେଶର ନେତା ଏକାଠି ହୋଇ ଏକ ଫଟୋ ଉଠାଇଥିଲେ। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ମଧ୍ୟ ଉପସ୍ଥିତ ଥିଲେ।
ଏଥିରେ ଉଭୟ ଭାରତ-ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଉଭୟଙ୍କ ମଧ୍ୟରେ କୌଣସି ଯୋଗାଯୋଗ ହୋଇନଥିଲା। ହେଲେ ଉଭୟେ ଏହି ବୈଠକରେ ଉପସ୍ଥିତ ରହିଥିଲେ। ହେଲେ ଏହି ସମୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏହି Group Photo ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇ ଦେଇଥିଲା। ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଏଡ଼ିଟ୍ ହୋଇଥିବା ଫଟୋ (Edited Photo) ସେୟାର କରି ଏହାକୁ ସେୟାର କରିଥିଲା।
ଏହା ସହ ପଢନ୍ତୁ: 'ଜିନ୍ନା ଚନ୍ଦ୍ରରେ ମଧ୍ୟ କରିଦେବେ ବିଭାଜନ', କାହିଁକି ପାକିସ୍ତାନର ପ୍ରଥମ ଚନ୍ଦ୍ର ଅଭିଯାନର ଉଡୁଛି ମଜାକ
ମୂଳ Group Photo ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଞ୍ଚରେ ଉପସ୍ଥିତ ଅଛନ୍ତି। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ କାର୍ଯ୍ୟାଳୟ ନିଜକୁ ଏହି ଶିଖର ସମ୍ମିଳନୀର କେନ୍ଦ୍ର ଭାବରେ ଚିତ୍ରଣ କରିବା ପାଇଁ ଏପରି ଛୋଟ କାମ କରିଛି। ଏହି ଫଟୋ ଏପରି ଭାବରେ କ୍ରପ୍ କରାଯାଇଥିଲା ଯେ ଶାହବାଜ ସରିଫ କେନ୍ଦ୍ରରେ ଅଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସେୟାର କରାଯାଇଥିବା ଫଟୋରେ, ଶାହବାଜ ସରିଫଙ୍କୁ ମଝିରେ ଛିଡା ହୋଇଥିବାର ନଜର ଆସୁଛିନ୍ତି।
ଯେତେବେଳେ ଭ୍ଲାଦିମିର ପୁଟିନ ଏବଂ ସି ଜିନପିଙ୍ଗଙ୍କ ଭଳି ନେତା ତାଙ୍କ ପାର୍ଶ୍ୱରେ ନଜର ଆସୁଛନ୍ତି। ହେଲେ ତଥାପି ମୂଳ ଫଟୋ ଭିନ୍ନ। ସମସ୍ତ ଦେଶର ନେତାଙ୍କୁ ଏକାଠି ଠିଆ ହୋଇଥିବା ଦେଖାଯାଉଛି। ସେହି ଫଟୋରେ, ଶାହବାଜ ସରିଫ କେନ୍ଦ୍ରରେ ନୁହେଁ, ଗୋଟିଏ ପାର୍ଶ୍ୱରେ ଅଛନ୍ତି। ହେଲେ ତଥାପି ଦେଖାଇ ହେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି Photo Editing କରିଛି।
ମୂଳ ଗ୍ରୁପ୍ ଫଟୋ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିକୁ ଲୁଚାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଏହାକୁ କ୍ରପ୍ କରାଯାଇଥିଲା। ମୂଳ ଫଟୋରେ ମଞ୍ଚ ଉପରେ ୧୨ ଜଣ ରାଷ୍ଟ୍ରମୁଖ୍ୟ ଉପସ୍ଥିତ ଅଛନ୍ତି। ହେଲେ ପାକିସ୍ତାନ ଦ୍ୱାରା ଏଡ଼ି୍ଟିଂ ହୋଇଥିବା ଫଟୋରେ କେବଳ ୭ ଜଣ ନେତା ଦେଖାଯାଉଛି। ଶାହବାଜ ସରିଫଙ୍କୁ ମଝିରେ ଦେଖାଯାଉଛି, ଯେତେବେଳେ ଅନ୍ୟ ୩ ଜଣ ନେତା ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ଦେଖାଯାଉଛି। ଏପରି ଭାବରେ ପାକିସ୍ତାନ, ୨୦୨୬ SCO ସମ୍ମିଳନୀରେ ପାକିସ୍ତାନକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଭାବରେ ଚିତ୍ରଣ କରିବା ପାଇଁ ଶସ୍ତା ରଣନୀତି ଅବଲମ୍ବନ କରିଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ହେଲେ ସେ ଶାହବାଜ ସରିଫଙ୍କ ପ୍ରତି କୌଣସି ଧ୍ୟାନ ଦେଇ ନଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା

Prime Minister Muhammad Shehbaz Sharif in a group photo with heads of States at the SCO Council of Heads of State Summit in Bishkek, Kyrgyzstan on 1 September 2026. pic.twitter.com/3lsruWHaYV
— Prime Minister's Office (@PakPMO) September 1, 2026
ମୂଳ ଗ୍ରୁପ୍ ଫଟୋ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିକୁ ଲୁଚାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଏହାକୁ କ୍ରପ୍ କରାଯାଇଥିଲା। ମୂଳ ଫଟୋରେ ମଞ୍ଚ ଉପରେ ୧୨ ଜଣ ରାଷ୍ଟ୍ରମୁଖ୍ୟ ଉପସ୍ଥିତ ଅଛନ୍ତି। ହେଲେ ପାକିସ୍ତାନ ଦ୍ୱାରା ଏଡ଼ି୍ଟିଂ ହୋଇଥିବା ଫଟୋରେ କେବଳ ୭ ଜଣ ନେତା ଦେଖାଯାଉଛି। ଶାହବାଜ ସରିଫଙ୍କୁ ମଝିରେ ଦେଖାଯାଉଛି, ଯେତେବେଳେ ଅନ୍ୟ ୩ ଜଣ ନେତା ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ଦେଖାଯାଉଛି। ଏପରି ଭାବରେ ପାକିସ୍ତାନ, ୨୦୨୬ SCO ସମ୍ମିଳନୀରେ ପାକିସ୍ତାନକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଭାବରେ ଚିତ୍ରଣ କରିବା ପାଇଁ ଶସ୍ତା ରଣନୀତି ଅବଲମ୍ବନ କରିଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ହେଲେ ସେ ଶାହବାଜ ସରିଫଙ୍କ ପ୍ରତି କୌଣସି ଧ୍ୟାନ ଦେଇ ନଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories