Burqa Ban / ଫ୍ରାନ୍ସ ପରେ ଏଠି ବି ବ୍ୟାନ୍ ହେଲା ବୁର୍ଖା, କେହି ବି ମୁହଁ ଲୁଚେଇ ପାରିବେନି, ନଚେତ୍...
·2 weeks ago·2 min read

Key Points
ବୁର୍ଖାକୁ ନେଇ ଶକ୍ତ ହେଲା ନିୟମ
କେହି ବି ମୁହଁ ଲୁଚେଇପାରିବେନି
ନହେଲେ ଗଣିବେ ମୋଟା ଅଙ୍କର ତଣ୍ଡ
କେହି ବି ମୁହଁ ଲୁଚେଇପାରିବେନି
ନହେଲେ ଗଣିବେ ମୋଟା ଅଙ୍କର ତଣ୍ଡ
ୟୁରୋପୀୟ ଦେଶ ପର୍ତ୍ତୁଗାଲରେ 'ବୁର୍ଖା ଆଇନ' ଲାଗୁ ହୋଇସାରିଛି । ପର୍ତ୍ତୁଗାଲର ରାଷ୍ଟ୍ରପତି ଏହି ଆଇନ ଉପରେ ମୋହର ମାରିଛନ୍ତି । ଏହି ଆଇନ ମୁତାବକ ପର୍ତ୍ତୁଗାଲର ସାର୍ବଜନୀନ ସ୍ଥାନରେ ମୁହଁ ଲୁଚାଇବା ଉପରେ ରୋକ ଲଗାଯାଇଛି । ବିଶେଷ କରି ବୁର୍ଖା ଦ୍ଵାରା ପୂରା ମୁହଁ ଲୁଚାଉଥିବା ମୁସଲିମ ଧର୍ମାବଲମ୍ବୀର ମହିଳାଙ୍କୁ ରୋକାଯିବ । ରାଷ୍ଟ୍ରପତି ଅନ୍ତୋନିୟୋ ସେଗୁରୋ ଏହି ଆଇନ ଲାଗୁ କରିବା ସମୟରେ କହିଛନ୍ତି ଜଣେ ବ୍ୟକ୍ତିର ମୁହଁକୁ ତାର ପରିଚୟ ଓ ଭାବ ବିନିମୟର ମୁଖ୍ୟ ଅଂଶ ଭାବେ ବିବେଚନା କରାଯାଏ ।
ପଢନ୍ତୁ ଏହି ଖବର: ବିଗୁଡିଛି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଶରୀର; ସ୍ତ୍ରୀକୁ ଭେଟିବାକୁ କଲେ ଦାବି
- କଣ ବୁର୍ଖା ଆଇନ ?
- ନିୟମ ନ ମାନିଲେ କଣ ହେବ ?
ପଢନ୍ତୁ ଏହି ଖବର: ବିଗୁଡିଛି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଶରୀର; ସ୍ତ୍ରୀକୁ ଭେଟିବାକୁ କଲେ ଦାବି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ଭାରତରେ ବୁର୍ଖା ପିନ୍ଧିବା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ଧାର୍ମିକ ଓ ବ୍ଯକ୍ତିଗତ ସ୍ଵତନ୍ତ୍ରତା ଦୃଷ୍ଟିରୁ ଲୋକେ ଏହାକୁ ପିନ୍ଧିପାରିବେ । ମାତ୍ର ଫ୍ରାନ୍ସ, ବେଲଜିୟମ, ପର୍ତ୍ତୁଗାଲ ଓ ସ୍ଵିଜରଲ୍ୟାଣ୍ଡ ପରି କିଛି ୟୁରୋପୀୟ ଦେଶଗୁଡ଼ିକରେ ସାର୍ବଜନୀନ ସ୍ଥାନରେ ବୁର୍ଖା ପିନ୍ଧିବା ବା ଚେହେରାକୁ ସମ୍ପୂର୍ଣ୍ଣ ଭାବେ ଲୁଚାଇବା ବେଆଇନ । ଏହାଦ୍ଵାରା ନିୟମ ଉଲ୍ଲଙ୍ଘନକାରୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଥାଏ ।
Related Topics
Explore more stories