Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - "ଯେ କୌଣସି ସଂଘର୍ଷକୁ ରୋକିବାରେ ଭାରତ ଓ ମୋଦି ବଡ଼ ପ୍ରଭାବ ପକାଇ ପାରିବେ"-ଜେଲେନସ୍କି

International

"ଯେ କୌଣସି ସଂଘର୍ଷକୁ ରୋକିବାରେ ଭାରତ ଓ ମୋଦି ବଡ଼ ପ୍ରଭାବ ପକାଇ ପାରିବେ"-ଜେଲେନସ୍କି

Swayangprajna Mishra
Browse all articles by Swayangprajna Mishra
·1 year ago
"ଯେ କୌଣସି ସଂଘର୍ଷକୁ ରୋକିବାରେ ଭାରତ ଓ ମୋଦି ବଡ଼ ପ୍ରଭାବ ପକାଇ ପାରିବେ"-ଜେଲେନସ୍କି

ଅର୍ଗସ ବ୍ୟୁରୋ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ-ୟୁକ୍ରେନ ଯୁଦ୍ଧ ରୋକିପାରିବେ । ନୂଆଦିଲ୍ଲୀରେ ଦ୍ବିତୀୟ ୟୁକ୍ରେନ ଶାନ୍ତି  ସମ୍ମିଳନୀ ଆୟୋଜନ ହେବା ଉଚିତ । ମୋଦି ଚାହିଁଲେ ଏହା ହୋଇପାରିବ । ୟୁକ୍ରେନ ରାଷ୍ଟ୍ରପତି ଭେଲେତିମିର ଜେଲେନସ୍କି ଏକ ସାକ୍ଷାତକାରରେ ଏହା କହିଛନ୍ତି ।

ଅଧିକ ପଢନ୍ତୁ : ୪ ବର୍ଷ ପରେ ସୁଧୁରୁଛି ଭାରତ-ଚାଇନା ସମ୍ପର୍କ : LAC ରେ ପୁଣି ପାଟ୍ରୋଲିଂ କରିବାକୁ ଉଭୟ ରାଜି

ସେ କହିଛନ୍ତି, ଯେ କୌଣସି ସଂଘର୍ଷକୁ ରୋକିବାରେ ଭାରତ ଓ ମୋଦି ବଡ଼ ପ୍ରଭାବ ପକାଇ ପାରିବେ । ସେ ଆହୁରି ବି କହିଛନ୍ତି, ରୁଷରେ ନିକଟରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ବିଫଳ ହୋଇଛି । ଏଥିରେ ଏକତାର ଅଭାବ ଦେଖିବାକୁ ମିଳିଥିଲା । ପୁଟିନଙ୍କ ଉପରେ କାହାରି ବିଶ୍ବାସ ନାହିଁ । ରୁଷ ଉପରେ କଟକଣା ଲଗାଯିବା ଉଚିତ ବୋଲି କହିଛନ୍ତି  ଜେଲେନସ୍କି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Prime Minister Narendra Modi can prevent Russia-Ukraine war | Argus News