China on War / ହର୍ମୁଜ ପ୍ରଣାଳୀ ସଙ୍କଟ; ଖୋଲାଖୋଲି ଏହି ଦୁଇ ରାଷ୍ଟ୍ର ଉପରେ ବର୍ଷିଲା ଚୀନ
·1 hour ago·2 min read

Key Points
ହର୍ମୁଜକୁ ନେଇ ଖୋଲାଖୋଲି ବର୍ଷିଲା ଚୀନ
ଆମେରିକା ଓ ଇସ୍ରାଏଲକୁ କଲା ଟାର୍ଗେଟ
ଆମେରିକା ଓ ଇସ୍ରାଏଲକୁ କଲା ଟାର୍ଗେଟ
ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ଯୋଗୁଁ ସାରା ବିଶ୍ଵରେ ଶକ୍ତି ସଙ୍କଟ ଉପୁଜିଛି । କେଉଁ ରାଷ୍ଟ୍ରରେ କାର୍ଯ୍ୟ ସପ୍ତାହକୁ କମ କରିଦିଆଗଲାଣି ତ କେଉଁଠି ଆକାଶଛୁଆଁ ହେଲାଣି ତୈଳ ଦର । ଇରାନ ବିରୁଦ୍ଧରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁଁ ସାରା ଦେଶରେ ନାନା ସମସ୍ୟା ଦେଖାଦେଇଛି । ବିଶେଷ କରି ହର୍ମୁଜ ପ୍ରଣାଳୀ ଦେଇ ତୈଳ ଜାହାଜ ଯାତାୟାତ ବାଧାପ୍ରାପ୍ତ ମୁଖ୍ୟ କାରଣ ପାଲଟିଛି । ଶେଷରେ ପଶ୍ଚିମ ଏସିଆ ଯୁଦ୍ଧକୁ ନେଇ ମୁହଁ ଖୋଲିଛି ଶକ୍ତିଶାଳୀ ରାଷ୍ଟ୍ର ଚୀନ । ବେଜିଂ ସିଧାସଳଖ ଆମେରିକା ଓ ଇସ୍ରାଏଲକୁ ନାଟର ଗୋବର୍ଦ୍ଧନ ବୋଲି କହିଛି ।
ଚୀନ ଗୁରୁବାର କହିଛି ଯେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁଁ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଛି । ଏହି ଯୁଦ୍ଧ ଯୋଗୁଁ ଦୁନିଆରେ ଇନ୍ଧନ ସଙ୍କଟ ଦେଖାଦେଇଛି । ତେବେ ଚୀନର ଏହି ବୟାନ ସେତେବେଳେ ଆସିଛି, ଯେତେବେଳେ ଆମେରିକା ଶକ୍ତିଶାଳୀ ଦେଶଗୁଡ଼ିକୁ ଗୁରୁତ୍ଵପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ଉପରେ କବଜା କରିବାକୁ ଅପିଲ୍ କରିଛି । ତେବେ ହର୍ମୁଜ ଦେଇ ଯେଉଁ ଯେଉଁ ଦେଶଗୁଡ଼ିକୁ ତେଲ ପହଞ୍ଚୁଛି, ସେମାନେ ଏହାର ସମାଧାନ ଲାଗି ଉପାୟ ଖୋଜନ୍ତୁ କହି ଟ୍ରମ୍ପ ହାତ ଝାଡ଼ି ଦେଇଛନ୍ତି ।
ପଢନ୍ତୁ ଏହି ଖବର: ଯୁଦ୍ଧ ଭିତରେ ବନ୍ଧୁତା ପାଳୁଛି ଇରାନ; ହର୍ମୁଜ ପ୍ରଣାଳୀ ଦେଇ ଆସୁଛି ଭାରତୀୟ ଜାହାଜ

- ସିଧାସଳଖ ଆମେରିକା-ଇସ୍ରାଏଲକୁ ଟାର୍ଗେଟ୍
ପଢନ୍ତୁ ଏହି ଖବର: ଯୁଦ୍ଧ ଭିତରେ ବନ୍ଧୁତା ପାଳୁଛି ଇରାନ; ହର୍ମୁଜ ପ୍ରଣାଳୀ ଦେଇ ଆସୁଛି ଭାରତୀୟ ଜାହାଜ
- ଇରାନୀ ତେଲର ସବୁଠୁ ବଡ଼ ଗ୍ରାହକ ଚୀନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories