Airstrike On Iran / ଆପାଚୀ ହେଲିକପ୍ଟର ଘଟଣାର ପ୍ରତିଶୋଧ...ଇରାନ ଉପରେ USର ଭୟଙ୍କର ଏୟାର ଷ୍ଟ୍ରାଇକ୍
·3 months ago·2 min read

Key Points
ଇରାନ ଏକ ଆମେରିକୀୟ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ
ଟ୍ରମ୍ପ ପ୍ରଶାସନ ତେହେରାନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଘନାଇଛି। ଇରାନ ଏକ ଆମେରିକୀୟ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଟ୍ରମ୍ପ ପ୍ରଶାସନ ତେହେରାନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। କ୍ୱେଶମ୍ ଏବଂ ବନ୍ଦର ଆବାସର ଅନେକ ସ୍ଥାନରେ ଏହି ଆକ୍ରମଣ କରିଛି। ଦିନକ ପୂର୍ବରୁ ଏକ ଉନ୍ନତ ଆମେରିକୀୟ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ପ୍ରତିଶୋଧ ନେବା ପାଇଁ ଚେତାବନୀ ଦେଇଥିଲେ।
ଏହାସହ ପଢ଼ନ୍ତୁ: ୩୪ ତମ ମହଲାରେ କିଣିଲେ ଘର; ହେଲେ ବିଲ୍ଡିଂ ବାହାରିଲା...
ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ଶାନ୍ତି ଆଲୋଚନା ମଧ୍ୟରେ ତେହେରାନ ଉପରେ ଭୟଙ୍କର ଆକ୍ରମଣ କରିଛି ୟୁଏସ୍ । ଆପାଚୀ ହେଲିକପ୍ଟରକୁ ଇରାନ ଖସାଇବା ପରେ ଆମେରିକା ଅଧିକ ଆକ୍ରମଣାତ୍ମକ ହୋଇଯାଇଛି ।
ହ୍ୱାଇଟ୍ ହାଉସ କହିଛି ଯେ, ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଖୁବ୍ ଶୀଘ୍ର ଇରାନ ଉପରେ ସୈନ୍ୟ କାରବାର ଆରମ୍ଭ କରିଦେଇଛନ୍ତି । ନିଜର ସୁରକ୍ଷା ପାଇଁ ଆମେରିକା ଆକ୍ରମଣ କରାଯିବ । ଇରାନକୁ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ୟୁଏସ ବାୟୁସେନା ଇରାନର ଅନେକ ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ୍ କରିଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଟାର୍ଗେଟ୍ କରାଯାଇଛି । ଡୋନାଲ୍ଡ ଟ୍ରମ୍ପ୍ ଆପାଚୀ ହେଲିକପ୍ଟର କ୍ରାଶ୍ ପଛରେ ଇରାନର ହାତ ଥିବା ଅଭିଯୋଗ କରିବା ପରେ ୟୁଏସ୍ ଆକ୍ରମଣ ଆରମ୍ଭ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଅସ୍ତ୍ରବିରତି ପରେ ପୁଣି ମିସାଇଲ୍ ଆକ୍ରମଣ: ଇସ୍ରାଏଲ ଉପରେ ଇରାନର ମାଡ଼
ଟ୍ରମ୍ପ୍ କହିଥିଲେ ଯେ, ଆପାଚୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ମାମଲାରେ ଆମେରିକା ଚୁପ୍ ବସିବନି । ଏହାର ଜବାବ ଦେବା ଜରୁରୀ । ସେମାନେ ଯେପରି କଥା କୁହନ୍ତି ସେପରି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ । ଏହା ଅଧିକ ଶକ୍ତିଶାଳୀ ହେବ । ଇରାନ ଯାହା କରିଛି ଛଡାଯିବ ନାହିଁ ।
ସୂଚନାଯୋଗ୍ୟ, ସୋମବାର ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟରେ ଆମେରିକାର ଏକ ଆପାଚୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା କ୍ରାଶ୍ କରିଯାଇଥିଲା । ଏହା ପଛରେ ଇରାନର ହାତ ଥିବା କୁହାଯାଉଛି । ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

Related Topics
Explore more stories