US Pilot Rescue / ଇରାନରେ ପଶି ନିଖୋଜ ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା; ପିଠି ଥାପୁଡାଇଲେ ଟ୍ରମ୍ପ
·5 months ago·2 min read

Key Points
ଇରାନରେ ଫସିଥିଲେ ଆମେରିକାର ୨ ପାଇଲଟ୍
ଏମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା ଇରାନ
ହେଲେ ଇରାନରେ ପଶି ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆକ୍ରମଣରେ ଧ୍ଵଂସ ହୋଇଥିବା ଆମେରିକୀୟ ଶକ୍ତିଶାଳୀ ଯୁଦ୍ଧ ବିମାନର ଦୁଇ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପୂର୍ବରୁ ଜଣେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ଅନ୍ୟ ଜଣେ ନିଖୋଜ ପାଇଲଟଙ୍କୁ ସୁରକ୍ଷିତ ଭାବେ ଆମେରିକାକୁ ଅଣାଯାଇଛି । ଶତ୍ରୁ ପକ୍ଷର ପାଇଲଟଙ୍କୁ ଚିହ୍ନଟ କଲେ ପୁରସ୍କାର ମିଳିବ ବୋଲି ଇରାନ ଘୋଷଣା କରିଥିଲା । କିନ୍ତୁ ଏହା ପୂର୍ବରୁ ନିଜ ପାଇଲଟଙ୍କୁ ସୁରକ୍ଷିତର ସହ ସ୍ଵଦେଶ ଫେରାଇ ଆଣିଛି ଆମେରିକା ।
ଆମେରିକୀୟ ଯୁଦ୍ଧ ବିମାନର ଏହି ପାଇଲଟ ଶୁକ୍ରବାରଠାରୁ ନିଖୋଜ ଥିଲେ, ଯେତେବେଳେ ଇରାନ ଆମେରିକାର F-15E ଷ୍ଟ୍ରାଇକ୍ ଇଗଲ୍ ବିମାନ ଉପରେ ଆକ୍ରମଣ କରିଥିଲା । ଆକାଶରେ ଆମେରିକୀୟ ବିମାନକୁ ଖସାଇ ଟ୍ରମ୍ପଙ୍କ ଦମ୍ଭ ଭାଙ୍ଗିଥିଲା ଇରାନ । ଏହାପରେ ନିଖୋଜ ଆମେରିକୀୟ ପାଇଲଟଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିଏ ପଟେ ଆମେରିକା ନିଜ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚାହୁଁଥିବାବେଳେ ସେପଟେ ଇରାନ ଶତ୍ରୁ ପାଇଲଟକୁ ଧରିବାକୁ ବ୍ୟାକୁଳ ହୋଇପଡ଼ିଥିଲା । ବିପଦରେ ଥିବା ଆମେରିକାର ବରିଷ୍ଠ ପାଇଲଟଙ୍କୁ ଶେଷରେ ଏକ ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ଇରାନରେ ପଶି ଉଦ୍ଧାର କରିଛି ଆମେରିକା ।
ପଢନ୍ତୁ ଏହି ଖବର: ଆମେରିକାର ଯୁଦ୍ଧ ବିମାନ ଖସାଇଲା ଇରାନ; ଦୁଇ ହେଲିକପ୍ଟର ବି ଧ୍ଵସ୍ତ

- ଇରାନରେ ଆମେରିକାର ଗୁପ୍ତ ମିଶନ
ପଢନ୍ତୁ ଏହି ଖବର: ଆମେରିକାର ଯୁଦ୍ଧ ବିମାନ ଖସାଇଲା ଇରାନ; ଦୁଇ ହେଲିକପ୍ଟର ବି ଧ୍ଵସ୍ତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନିଖୋଜ ଆମେରିକୀୟ ପାଇଲଟଙ୍କୁ ଖୋଜୁଥିଲା ଇରାନ
Related Topics
Explore more stories