Viral Story / ଆମେରିକାରେ ଆଇସକ୍ରିମ୍ ଖାଇଲେ ମହିଳା; ମିଳିଲା ୧୩୨ କୋଟି, କାହିଁକି ଜାଣନ୍ତୁ...
·5 months ago·2 min read

Key Points
ଆମେରିକାରେ ଜଣେ ମହିଳା ଆଇସକ୍ରିମ୍ ଖାଇଲେ
ଆଉ ଏଥିପାଇଁ ତାଙ୍କୁ ମିଳିଛି ୧୩୨ କୋଟି ଟଙ୍କା
ତେବେ କଣ ପ୍ରକୃତ ଘଟଣା ଜାଣନ୍ତୁ...
ଆଉ ଏଥିପାଇଁ ତାଙ୍କୁ ମିଳିଛି ୧୩୨ କୋଟି ଟଙ୍କା
ତେବେ କଣ ପ୍ରକୃତ ଘଟଣା ଜାଣନ୍ତୁ...
ଆମେରିକାର ଜଣେ ମହିଳା ଆଇସକ୍ରିମ୍ ଖାଇବା ଯୋଗୁଁ ୧୩୨ କୋଟି ଟଙ୍କା ପାଇଛନ୍ତି । ତେବେ ଏହା କୌଣସି ସାଧାରଣ ଆଇସକ୍ରିମ ନୁହେଁ । ଏହି ଆଇସକ୍ରିମରେ ମିଶିଥିଲା ଧାତୁ ଖଣ୍ଡ । ଏକ ଖରାପ ବା ଜୀବନ ନେବା ଭଳି ଆଇସକ୍ରିମ ବ୍ରାଣ୍ଡି ବକଲେଙ୍କୁ ବିକିଥିବାରୁ ବ୍ରଷ୍ଟର ରିଅଲ ଆଇସକ୍ରିମ ଉପରେ ବ୍ରେବାର୍ଡ କାଉଁଟି ଅଦାଲତ ଜୋରିମାନା ଲଗାଇଛନ୍ତି । ଏହି ଆଇସକ୍ରିମ ଖାଇବା ପରେ ଫ୍ଲୋରିଡାର ଏହି ନିବାସି ବ୍ରାଣ୍ଡି ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା ଦେଇ ଗତି କରିଛନ୍ତି । ଏହି ମାମଲା ୨୦୧୯ ମସିହାରେ ରୁଜୁ ହୋଇଥିବାବେଳେ ଚଳିତ ମାସ ଏହାର ରାୟ ଆସିଛି ।
ଏହାପରେ ବକଲେଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଏକ୍ସ-ରେ ସମୟରେ ଜଣାପଡ଼ିଥିଲା ଯେ ସେ ଧାତୁ ଖଣ୍ଡ ଗିଳିଦେଇଥିଲେ । ଶରୀରରୁ ଏହି ଧାତୁ ଖଣ୍ଡକୁ ବାହାର କରିବା ଲାଗି ସର୍ଜରୀ କରାଯାଇଥିଲା, କିନ୍ତୁ ଡାକ୍ତର ସମସ୍ତ ଧାତୁକୁ ବାହାର କରିପାରିନଥିଲେ । ଏଥିଲାଗି ବକଲେ ବହୁ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଯେତେବେଳେ ଏହି ଘଟଣାଟି କୋର୍ଟରେ ପହଞ୍ଚିଥିଲା ସେତେବେଳେ ବକଲେଙ୍କ ଓକିଲ ଧାତୁ ଖଣ୍ଡର ଫଟୋକପି ବିଚାରପତିଙ୍କ ସାମ୍ନାରେ ରଖିଥିଲେ । ଏହାପରେ ବିଚାରପତି ଦୁଇ ସନ୍ତାନଙ୍କ ମାଆ ବକଲେଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ।
ପଢନ୍ତୁ ଏହି ଖବର: ଚପଲ ପିନ୍ଧି ମନ୍ଦିରରେ କରୁଥିଲେ ଫଟୋସୁଟ୍; ମାଡ଼ି ଆସିଲେ ସ୍ଥାନୀୟ ଲୋକ, ଦେଲେ ଉତ୍ତମ ମଧ୍ୟମ
- କଣ ଥିଲା ପୁରା ଘଟଣା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋର୍ଟ କହିଥିଲେ ଯେ ଏହି ମାମଲା ଖାଦ୍ୟ ସୁରକ୍ଷା ପ୍ରତି ଏକ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜାତୀୟ ସ୍ତରର ବ୍ରାଣ୍ଡକୁ ସର୍ବଦା ନିଜ ଗ୍ରାହକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ । ଏପରି ବଡ଼ ଭୁଲ ଗ୍ରାହକଙ୍କ ଜୀବନ ନେବା ସହିତ ସେମାନଙ୍କୁ ଅସୁବିଧାରେ ପକାଇପାରେ । ଏଥିଲାଗି କୋର୍ଟ ଉକ୍ତ ଆଇସକ୍ରିମ ବ୍ରାଣ୍ଡ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଇସକ୍ରିମ ବ୍ରାଣ୍ଡକୁ ପୀଡ଼ିତା ବକଲେଙ୍କୁ ୧୩୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
Related Topics
Explore more stories