Videos
|
International

ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ

ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି। ଗତକାଲି ଲେବାନନ୍ ରୁ ସିରିଆ ଯାଏ ସିରିଜ୍ ପେଜର୍ ବ୍ଲାଷ୍ଟ ରେ  ୯ରୁ ଅଧିକ ଲୋକ ଙ୍କ ମୃତ୍ୟୁ ଘଟିଥିଲା । ଇସ୍ରାଏଲର ମୋସାଦକୁ ଏହି ବ୍ଲାଷ୍ଟ ପାଇଁ ଦାୟୀ କରିଛି ହିଜବୁଲ୍ଲା ଗୋଷ୍ଠୀ ।

ଅଧିକ ପଢନ୍ତୁ : ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ

ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ହିଜବୁଲ୍ଳା । ଲେବାଲନ୍ ରେ ଗାଜେଟ୍ ରେ ବ୍ଳାଷ୍ଟ ପରେ ଲୋକମାନେ ଲାପ୍ ଟପ୍ , ମୋବାଇଲ୍ ନା ଅନ୍ୟ କୈାଣସି ଗାଜେଟ୍ ବ୍ୟବହାର କରିବାକୁ ଭୟ କରୁଛନ୍ତି । ମଧ୍ୟ ପ୍ରାଚ୍ୟରେ ଜୁଦ୍ଧ ସ୍ଥିତି ଭିତରେ ବର୍ତମାନ ଗାଜେଟ୍ ଆଟାକ୍ ପୁରା ବିଶ୍ବକୁ ସ୍ତବ୍ଧ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Walkie talkie blasts in the Middle East today, more than 20 dead | Argus News