Firing On Trump / କିଏ କୋଲ୍ ଥମାସ୍ ଆଲେନ୍ ? ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଉଦ୍ୟମ, NASA ସହ ଖାସ୍ କନେକ୍ସନ
·3 days ago·2 min read

Key Points
ହ୍ଵାଇଟ୍ ହାଉସ୍ ଡିନରରେ ଗୁଳିମାଡ଼ ଘଟଣା
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରି ହୋଇଥିଲା ଗୁଳିମାଡ଼
କିଏ ସେ ଶୁଟର୍ ଯିଏକି ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଥିଲେ
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରି ହୋଇଥିଲା ଗୁଳିମାଡ଼
କିଏ ସେ ଶୁଟର୍ ଯିଏକି ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଥିଲେ
ୱାଶିଂଟନ୍ ଡିସିରେ ଏକ ହାଇପ୍ରୋଫାଇଲ୍ ଡିନର ପାର୍ଟିରେ ଗୁଳିମାଡ଼ । ଜଣେ ଯୁବକ ହଠାତ୍ ହୋଟେଲ ଭିତରକୁ ପଶି ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଉପସ୍ଥିତ ଥିବା ସମୟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଏହି ମାମଲାରେ ଗିରଫ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୩୧ ବର୍ଷୀୟ କୋଲ୍ ଥମାସ ଆଲେନ୍ ଭାବରେ ଚିହ୍ନଟ କରାଯାଇଛି ।
ଜଣେ ମେକାନିକାଲ୍ ଇଞ୍ଜିନିୟର ହେବା ସହିତ, ସେ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଇଣ୍ଡି ଗେମ୍ ଡେଭଲପର ଭାବରେ ମଧ୍ୟ କାମ କରିଛନ୍ତି । କେବଳ ଏତିକି ନୁହେଁ, ସେ ଛାତ୍ରମାନଙ୍କୁ ଟ୍ୟୁସନ୍ ମଧ୍ୟ କରୁଥିଲେ । ରିପୋର୍ଟ ଅନୁଯାୟୀ, ସେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (NASA)ର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀରେ ଏକ ଗ୍ରୀଷ୍ମକାଳୀନ ଗବେଷଣା ଫେଲୋସିପ୍ ମଧ୍ୟ ସମାପ୍ତ କରିଥିଲେ, ଯାହା ଯୋଗୁଁ ତାଙ୍କୁ 'ନାସା ଫେଲୋ' ଭାବରେ ଜଣାଶୁଣା ।
ପଢନ୍ତୁ ଏହି ଖବର: ଆକ୍ରମଣକାରୀର ଫଟୋ ଜାରି କଲେ ଟ୍ରମ୍ପ; କହିଲେ- 'ହତ୍ୟା କରିବାକୁ ଆସିଥିଲା...'
- କୋଲ୍ ଥମାସ୍ ଆଲେନ୍ କିଏ?

- ଗୁଳିକାଣ୍ଡ କିପରି ହେଲା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories