Pakistan Afghan War / କାହିଁକି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିଛି ଯୁଦ୍ଧ ? ଜାଣନ୍ତୁ ଅସଲ କାରଣ...
·1 month ago·2 min read

Key Points
ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ
ଉଭୟ ଦେଶର ଆକାଶରୁ ଖସୁଛି ନିଆଁ
କାହିଁକି ହଠାତ୍ ଦୁଇ ଦେଶ ମଧ୍ୟରେ ହେଉଛି ଯୁଦ୍ଧ ?
ଜାଣନ୍ତୁ ଅସଲ କାରଣ....
ଉଭୟ ଦେଶର ଆକାଶରୁ ଖସୁଛି ନିଆଁ
କାହିଁକି ହଠାତ୍ ଦୁଇ ଦେଶ ମଧ୍ୟରେ ହେଉଛି ଯୁଦ୍ଧ ?
ଜାଣନ୍ତୁ ଅସଲ କାରଣ....
ବିଶ୍ଵରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଥର ଦୁଇଟି ମୁସଲିମ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି । ନିକଟରେ ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ଦେଖିବାକୁ ମିଳିଥିଲା, ଯାହାକି ଏବେ ଯୁଦ୍ଧରେ ପରିଣତ ହୋଇଛି । ପାକିସ୍ତାନ ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଏଥିଲାଗି ଉଭୟ ଦେଶ ପରସ୍ପରକୁ ଦାୟୀ କରୁଛନ୍ତି । ଏବେ ପ୍ରଶ୍ନ ଉଠୁଛି ପଡ଼ୋଶୀ ଦେଶରେ କାହିଁକି ଯୁଦ୍ଧ ପରିସ୍ଥିତି ଉପୁଜିଛି ? ଏହା ପଛର ଅସଲ କାରଣ କଣ ?
ପଢନ୍ତୁ ଏହି ଖବର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପାଖରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍ !
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଉଭୟ ଦେଶ ସଂଯମତା ଅବଲମ୍ବନ ନ କରନ୍ତି ଓ କୌଣସି ସମାଧାନରେ ନ ପହଞ୍ଚନ୍ତି, ତେବେ ପରିସ୍ଥିତି ଆଗକୁ ଆହୁରି ଖରାପ ହେବ । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପ୍ରଭାବ କେବଳ ସେମାନଙ୍କ ନିଜସ୍ୱ ଅଞ୍ଚଳରେ ସୀମିତ ରହିବ ନାହିଁ, ବରଂ ସମଗ୍ର ଦକ୍ଷିଣ ଏସିଆର ସୁରକ୍ଷା ଉପରେ ପ୍ରଭାବ ପକାଇପାରେ ।
- ଯୁଦ୍ଧ କିପରି ଆରମ୍ଭ ହେଲା ?
ପଢନ୍ତୁ ଏହି ଖବର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପାଖରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍ !
- କଣ କହୁଛି ଆଫଗାନର ତାଲିବାନୀ ସରକାର ?
- ଡୁରଣ୍ଡ ଲାଇନକୁ ନେଇ ବିବାଦ କାହିଁକି ?
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଉଭୟ ଦେଶ ସଂଯମତା ଅବଲମ୍ବନ ନ କରନ୍ତି ଓ କୌଣସି ସମାଧାନରେ ନ ପହଞ୍ଚନ୍ତି, ତେବେ ପରିସ୍ଥିତି ଆଗକୁ ଆହୁରି ଖରାପ ହେବ । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପ୍ରଭାବ କେବଳ ସେମାନଙ୍କ ନିଜସ୍ୱ ଅଞ୍ଚଳରେ ସୀମିତ ରହିବ ନାହିଁ, ବରଂ ସମଗ୍ର ଦକ୍ଷିଣ ଏସିଆର ସୁରକ୍ଷା ଉପରେ ପ୍ରଭାବ ପକାଇପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories