2026 May Heatwave Records / ଚର୍ଚ୍ଚାରେ ୨୦୨୬ ମେ; ଭାଙ୍ଗିଲା ପୁରୁଣା ରେକର୍ଡ
·2 hours ago·2 min read

Key Points
୨୦୨୬ ପୂର୍ବରୁ ରେକର୍ଡ ହୋଇଥିବା ଥିବା ସବୁଠାରୁ ଗରମ ମେ ମାସ ୨୦୨୪ ବର୍ଷର ଥିଲା। ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ଜଳବାୟୁ ପରିବର୍ତ୍ତନ, ଏଲ୍ ନିନୋ ପାଣିପାଗ ଢାଞ୍ଚା ସହିତ ମିଶି, ସ୍ଥଳଭାଗ ଏବଂ ସମୁଦ୍ରର ହାରାହାରି ତାପମାତ୍ରା ବୃଦ୍ଧି କରିଛି।
2026 May Heatwave Breaks Old Record: ଦ୍ରୁତ ଗତିରେ ପରିବର୍ତ୍ତନ ହେବାରେ ଲାଗିଛି ପୃଥିବୀର ତାପମାତ୍ରା, ବାୟୁମଣ୍ଡଳ ଏବଂ ଭୂଗୋଳ। ପୃଥିବୀର ତାପମାତ୍ରା ଲଗାତାର ବିପଜ୍ଜନକ ସ୍ତରକୁ ବୃଦ୍ଧି ପାଉଛି। ପାଣିପାଗ ବିଜ୍ଞାନୀ ଏହାର ପ୍ରମାଣ ପ୍ରଦାନ କରିଛନ୍ତି। ଚଳିତ ବର୍ଷର (୨୦୨୬) ମେ ମାସ ରେକର୍ଡ଼ ଅନୁସାରେ ଦ୍ୱିତୀୟ ସର୍ବାଧିକ ଗରମ ମେ ମାସ ରହିଥିଲା। ଏହି ତଥ୍ୟ ବୁଧବାର (ଜୁନ ୧୦) ୟୁରୋପୀୟ ସଂଘର କୋପର୍ନିକସ୍ ଜଳବାୟୁ ପରିବର୍ତ୍ତନ ସେବା ( European Union Metrological Agency C3S) ଦ୍ୱାରା ପ୍ରକାଶିତ ହୋଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଥିରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଏବଂ ବିକଶିତ ଏଲ୍ ନିନୋ ପାଗ ଢାଞ୍ଚା ମିଳିତ ଭାବରେ ଭୂମି ଏବଂ ସମୁଦ୍ରର ହାରାହାରି ତାପମାତ୍ରା ବୃଦ୍ଧି କରିଛି। ଆମ ଗ୍ରହ ଉଷ୍ମ ହେଉଛି।
ରିପୋର୍ଟ ସହ ଜଡ଼ିତ ମୁଖ୍ୟ ତଥ୍ୟ
୧୯୪୦ ମସିହାରୁ ପୃଥିବୀର ତାପମାତ୍ରାର ରେକର୍ଡ ରଖାଯାଇଛି। ରେକର୍ଡ କରାଯାଇଥିବା ଇତିହାସରେ ସବୁଠାରୁ ଗରମ ମେ ମାସ ଗତ ୨୦୨୪ ବର୍ଷର ରହିଥିଲା। ଯେତେବେଳେ ଦ୍ୱିତୀୟ ସର୍ବାଧିକ ଗରମ ମେ ମାସ (୨୦୨୬) ରହିଥିଲା। ଯାହା ଉନବିଂଶ ଶତାବ୍ଦୀର ହାରାହାରି ତାପମାତ୍ରା ଅପେକ୍ଷା ୧.୪୨ ଡିଗ୍ରୀ ସେଲସିୟସ୍ ଅଧିକ ରହିଥିଲା। ଯାହା ଶିଳ୍ପ ବିପ୍ଲବ ପୂର୍ବବର୍ତ୍ତୀ ସମୟର ତାପମାତ୍ରା ରହିଥିଲା।
ଯାହା ଚଳିତ ବର୍ଷ ପ୍ରାରମ୍ଭରୁ ପଶ୍ଚିମ ୟୁରୋପରେ ରେକର୍ଡ ହୋଇଥିବା ସବୁଠାରୁ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରୁ ଅନ୍ୟତମ। ୟୁରୋପୀୟ ସଂଘର କୋପର୍ନିକସ୍ ଜଳବାୟୁ ପରିବର୍ତ୍ତନ ସେବା (Copernicus Climate Change Service) କହିଛି ଯେ ୟୁରୋପରେ ଅନୁଭୂତ ହୋଇଥିବା ଗରମ, ବୈଜ୍ଞାନିକଙ୍କ ପୂର୍ବାନୁମାନ ସହ ମେଳ ଖାଇଥିଲା। ଯେଉଁମାନେ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ ଜଳବାୟୁ ପରିବର୍ତ୍ତନ ବିଶ୍ୱର ସବୁଠାରୁ ଦ୍ରୁତ-ଉଷ୍ମତା ବୃଦ୍ଧି କରୁଥିବା ମହାଦେଶକୁ କିପରି ପ୍ରଭାବିତ କରିବ।
ଏହା ସହ ପଢନ୍ତୁ: ଉପର ମୁହାଁ ପାରଦ; ଲୋକେ କହିଲେ...
ଏହା ବ୍ୟତୀତ ପ୍ରଶାନ୍ତ ମହାସାଗରର କିଛି ଅଂଶରେ ଅସ୍ୱାଭାବିକ ଭାବରେ ଉଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। କାରଣ ସେଠାକାର ପାଗ ଏଲ୍ ନିନୋ ଭଳି ଅବସ୍ଥା ଆଡକୁ ଗତି କରୁଛି। ବୈଜ୍ଞାନିକଙ୍କ ପୂର୍ବାନୁମାନ ଅନୁସାରେ ଯେ ଆଗାମୀ ମାସରେ ଏକ ଏଲ୍ ନିନୋ ପାଗର ଢାଞ୍ଚା ଦେଖାଦେବ। ଯାହା ସାରା ବିଶ୍ୱରେ ଅତି ଭୟଙ୍କର ପାଣିପାଗ ଜନିତ ଘଟଣା ଘଟାଇବ।
ଏଲ୍ ନିନୋ (El Nino) ପ୍ରାକୃତିକ ଭାବରେ ପ୍ରତି ଦୁଇରୁ ୭ ବର୍ଷରେ ଆସିଥାଏ। ଯେତେବେଳେ ବ୍ୟବହାରିକ ପବନ (Trade Winds) ଦୁର୍ବଳ ହୋଇଯାଏ, ସେତେବେଳେ ପୂର୍ବ ପ୍ରଶାନ୍ତ ମହାସାଗରର ଜଳର ତାପମାତ୍ରା ବଢିଯାଏ। ଏହାର ପ୍ରଭାବ ସାଧାରଣତଃ ବୈଶ୍ୱିକ ତାପମାତ୍ରା ବୃଦ୍ଧି ଏବଂ ବୃଷ୍ଟିପାତ ହେବାର ପ୍ରଭାବିତ କରିବା ସହିତ ଦେଖାଯାଏ। ଯାହାର ଅର୍ଥ ହେଉଛି ଏହା ଯୋଗୁଁ କିଛି ଅଞ୍ଚଳରେ ମରୁଡି଼ ହୋଇପାରେ ଏବଂ ଆଉ କିଛି ଅଞ୍ଚଳରେ ଅତ୍ୟଧିକ ବର୍ଷା ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
World records second hottest May in historyCopernicus Climate Change Service May 2026 reportGlobal warming alert second warmest MayRising global surface air temperaturesExtreme weather climate change anomalies 2026EU Copernicus earth observation monthly bulletinRecord breaking land and ocean temperaturesDeveloping El Niño conditions in tropical PacificWestern Europe intense late spring heatwaveGlobal climate crisis record heat records