Lalit Modi Slams BCCI / ପ୍ରତି IPL ସିଜିନରେ ୨୪୦୦ କୋଟି କ୍ଷତି ସହୁଛି BCCI; ଲଲିତ ମୋଦିଙ୍କ ଖୁଲାସା
·2 hours ago·2 min read

Key Points
ଆଇପିଏଲରେ ହେଉଛି ୨୪୦୦ କୋଟି ଟଙ୍କା କ୍ଷତି
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଉପରେ ବର୍ଷିଲେ ଲଲିତ ମୋଦି
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଉପରେ ବର୍ଷିଲେ ଲଲିତ ମୋଦି
ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଲିତ ମୋଦି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଓ ଆଇପିଏଲ ଫ୍ରାଞ୍ଚାଇଞ୍ଚଗୁଡ଼ିକ ଉପରେ ବର୍ଷିଛନ୍ତି । ପ୍ରତି ଆଇପିଏଲ ସିଜିନରେ ବିସିସିଆଇ ଓ ଆଇପିଏଲ ଫ୍ରାଞ୍ଚାଇଞ୍ଚଗୁଡ଼ିକ ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ସହୁଥିବା ସେ ଦାବି କରିଛନ୍ତି । ଦୁଇଟି ନୂଆ ଟିମକୁ ସାମିଲ କରିବା ପରେ ମଧ୍ୟ ମ୍ୟାଚ ସଂଖ୍ୟାକୁ ୭୪ ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ଏହାସହିତ ହୋମ୍-ଏଣ୍ଡ-ଆୱେ ଫର୍ମାଟକୁ ଲାଗୁ କରିବାକୁ ସେ ଦାବି କରିଛନ୍ତି ।
ପଢନ୍ତୁ ଏହି ଖବର: ଆଜି IPLରେ ହେବ ଅସଲ ଲଢ଼େଇ....ବୈଭବ ଆଜି ବିଶ୍ୱର ଶ୍ରେଷ୍ଠ ପେସ୍ ବୋଲର ବୁମରାଙ୍କୁ ଭେଟିବେ
ସ୍ପୋର୍ଟ୍ସଷ୍ଟାରରେ ଆଲୋଚନା ସମୟରେ ଲଲିତ ମୋଦି କହିଛନ୍ତି, "ପ୍ରତି ମ୍ୟାଚରେ ହେଉଥିବା ରୋଜଗାରର ୫୦ ପ୍ରତିଶତ ବିସିସିଆଇକୁ ମିଳିଥାଏ ଓ ବାକି ୫୦ ପ୍ରତିଶତ ଟିମଗୁଡ଼ିକ ମଧ୍ୟରେ ବଣ୍ଟାଯାଏ । ଏବେ ନିୟମରେ ପରିବର୍ତ୍ତନ ଯୋଗୁଁ ଟିମଗୁଡ଼ିକ ପ୍ରତି ସିଜିନରେ ୨୦ଟି ମ୍ୟାଚର ରୋଜଗାର ହରାଉଛନ୍ତି । ଏହା ଏକ ଚୁକ୍ତିନାମାର ଦାୟିତ୍ଵ ଯେ ଟିମଗୁଡ଼ିକ ଯେତିକି ଅର୍ଥ ଦେଉଛନ୍ତି, ସେହି ଅନୁସାରେ ସେମାନଙ୍କୁ ହୋମ୍-ଆଣ୍ଡ-ଆୱେ ମ୍ୟାଚ୍ ଖେଳିବାର ସୁଯୋଗ ମିଳୁ ।"
- କାହିଁକି କ୍ଷତି ସହୁଛି BCCI ?

- 'ଆମେ ଏମିତି IPL ବିକିନଥିଲୁ'
- ୨୪୦୦କୋଟି କ୍ଷତି ସହୁଛି BCCI
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories