Vaibhav Suryavanshi / ବୈଭବଙ୍କ ଗେମ୍ ଉପରେ ଫିଦା ସଚିନ ତେନ୍ଦୁଲକର; ସାଜିଲେ ସବୁଠୁ ବଡ଼ ପ୍ରଶଂସକ
·1 hour ago·2 min read

Key Points
ଆଇପିଏଲ ୨୦୨୬ର ହିରୋ ସାଜିଛନ୍ତି ବୈଭବ ସୂର୍ଯ୍ୟବଂଶୀ
ଏବେ ବୈଭବଙ୍କ ଗେମ ଉପରେ ଫିଦା ହେଲେ ସଚିନ
ସାଜିଲେ ସବୁଠୁ ବଡ଼ ପ୍ରଶଂସକ
ଏବେ ବୈଭବଙ୍କ ଗେମ ଉପରେ ଫିଦା ହେଲେ ସଚିନ
ସାଜିଲେ ସବୁଠୁ ବଡ଼ ପ୍ରଶଂସକ
ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ ତି। ସୂର୍ଯ୍ୟବଂଶୀ ତାଙ୍କର ଆକ୍ରମଣାତ୍ମକ ଖେଳ ପାଇଁ ଚଳିତ ସିଜିନରେ ହିରୋ ସାଜିଛନ୍ତି ଏବଂ ଏବେ ଟିମ୍ ଇଣ୍ଡିଆରେ ତାଙ୍କର ଡେବ୍ୟୁ ଅତ୍ୟନ୍ତ ନିକଟତର ପରି ମନେ ହେଉଛି । କାରଣ ପୂର୍ବତନ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏବେ ବୈଭବଙ୍କ ଗେମରେ ଫିଦା ହୋଇଛନ୍ତି ଏବଂ ତାଙ୍କୁ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଦେଖିବାକୁ ଚାହୁଁଛନ୍ତି ।
ପଢନ୍ତୁ ଏହି ଖବର: IPL ୨୦୨୬ ଚାମ୍ପିଆନ୍ ଟିମ୍ ଉପରେ ହେବ ଟଙ୍କା ବର୍ଷା; ଏତିକି ନେବ ରନର୍ସଅପ୍ ଟିମ୍
ସଚିନ ଆହୁରି କହିଥିଲେ, "ସମସ୍ୟା ଆସିବ ଏବଂ ବୋଲରମାନେ ପ୍ରତ୍ୟେକ ବଲ୍ ସହିତ ଆପଣଙ୍କୁ ପ୍ରଶ୍ନ କରିବେ । ବୈଭବଙ୍କର ବହୁତ ଆତ୍ମବିଶ୍ୱାସ ଅଛି । ମୁଁ ତାଙ୍କୁ ନିଜସ୍ୱ ଶୈଳୀରେ ଖେଳିବା ପାଇଁ କହିବି । ସମୟ ସହିତ ସେ ଚ୍ୟାଲେଞ୍ଜର ମୁକାବିଲା କରିବା ଶିଖିଯିବେ । ସମସ୍ତେ ତାଙ୍କୁ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଦେଖିବାକୁ ଚାହାଁନ୍ତି । ମୁଁ ଜାଣିନାହିଁ ସେ କେବେ ସୁଯୋଗ ପାଇବେ।"
- ବୈଭବଙ୍କ ବଡ଼ ପ୍ରଶଂସକ ସାଜିଲେ ସଚିନ
Sachin Tendulkar said, “the most fascinated thing about Vaibhav Sooryavanshi is his wrist work. He is not slogging the ball, he is picking the line and length earlier than others". pic.twitter.com/iGajqmubZi
— Mufaddal Vohra (@mufaddal_vohra) May 31, 2026
- ବୈଭବଙ୍କୁ ଟେଷ୍ଟ କ୍ରିକେଟରେ ଦେଖିବାକୁ ଚାହୁଁଛନ୍ତି ସଚିନ
ପଢନ୍ତୁ ଏହି ଖବର: IPL ୨୦୨୬ ଚାମ୍ପିଆନ୍ ଟିମ୍ ଉପରେ ହେବ ଟଙ୍କା ବର୍ଷା; ଏତିକି ନେବ ରନର୍ସଅପ୍ ଟିମ୍
ସଚିନ ଆହୁରି କହିଥିଲେ, "ସମସ୍ୟା ଆସିବ ଏବଂ ବୋଲରମାନେ ପ୍ରତ୍ୟେକ ବଲ୍ ସହିତ ଆପଣଙ୍କୁ ପ୍ରଶ୍ନ କରିବେ । ବୈଭବଙ୍କର ବହୁତ ଆତ୍ମବିଶ୍ୱାସ ଅଛି । ମୁଁ ତାଙ୍କୁ ନିଜସ୍ୱ ଶୈଳୀରେ ଖେଳିବା ପାଇଁ କହିବି । ସମୟ ସହିତ ସେ ଚ୍ୟାଲେଞ୍ଜର ମୁକାବିଲା କରିବା ଶିଖିଯିବେ । ସମସ୍ତେ ତାଙ୍କୁ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଦେଖିବାକୁ ଚାହାଁନ୍ତି । ମୁଁ ଜାଣିନାହିଁ ସେ କେବେ ସୁଯୋଗ ପାଇବେ।"
- IPL ୨୦୨୬ରେ ହିରୋ ସାଜିଛନ୍ତି ବୈଭବ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories