RCB Win / ଖାତା ଖୋଲିପାରିନଥାନ୍ତେ; ଜୀବନ ଦାନ ପାଇ ମ୍ୟାଚ୍ ଜିତାଇଦେଲେ କୋହଲି
·6 days ago·2 min read

Key Points
ଚିନ୍ନାସ୍ଵାମୀରେ ବାଙ୍ଗାଲୋର ଓ ଗୁଜରାଟ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍
ଆରସିବିକୁ ମ୍ୟାଚ୍ ଜିତାଇଲେ ବିରାଟ ଓ ପାଡିକଲଙ୍କ ଚମତ୍କାର ବ୍ୟାଟିଂ
ପ୍ରଥମ ବଲରେ ଜୀବନ ଦାନ ପାଇଥିଲେ ବିରାଟ
ଆରସିବିକୁ ମ୍ୟାଚ୍ ଜିତାଇଲେ ବିରାଟ ଓ ପାଡିକଲଙ୍କ ଚମତ୍କାର ବ୍ୟାଟିଂ
ପ୍ରଥମ ବଲରେ ଜୀବନ ଦାନ ପାଇଥିଲେ ବିରାଟ
ଆଇପିଏଲ ୨୦୨୬ର ୩୪ତମ ମ୍ୟାଚ ବାଙ୍ଗାଲୋରର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟାନ୍ସ ମଧ୍ୟ ଖେଳାଯାଇଥିଲା । ତେବେ ଆରସିବି ୫ ୱିକେଟରେ ଗୁଜରାଟକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟାନ୍ସ ୨୦୫ ରନ କରିଥିଲା, କିନ୍ତୁ ବିରାଟ କୋହଲି ଏବଂ ଦେବଦତ୍ତ ପାଡିକଲଙ୍କ ଚମତ୍କାର ଅର୍ଦ୍ଧଶତକ ଯୋଗୁଁ RCB ଏହି ଲକ୍ଷ୍ୟ ହାସଲ କରିଥିଲା । ଫଳରେ ଗିଲଙ୍କ ଦଳ ପରାଜୟ ବରଣ କରିଛି ।
ପଢନ୍ତୁ ଏହି ଖବର: ମା'ଙ୍କୁ ମୁଖାଗ୍ନି ଦେବାପରେ ପୁଣି ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର…ଦେଶ ପ୍ରତି କର୍ତ୍ତବ୍ୟ କଲେ
ଅଧିକ ଖବର ପଢନ୍ତୁ...
- ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ RCB
- କମାଲ୍ କଲା ବିରାଟ-ପାଡିକଲଙ୍କ ଯୋଡ଼ି
ପଢନ୍ତୁ ଏହି ଖବର: ମା'ଙ୍କୁ ମୁଖାଗ୍ନି ଦେବାପରେ ପୁଣି ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର…ଦେଶ ପ୍ରତି କର୍ତ୍ତବ୍ୟ କଲେ
- ସେଞ୍ଚୁରୀରୁ ବଞ୍ଚିତ ହେଲେ ବିରାଟ
- ବ୍ୟର୍ଥ ଗଲା ସାଇ ସୁଦର୍ଶନଙ୍କ ଶତକ
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories