Attar Vs Perfume / ଅତର ବନାମ ପରଫ୍ୟୁମ୍; ଖରାଦିନ ପାଇଁ କେଉଁଟା ବେଷ୍ଟ ? କିଣିବା ପୂର୍ବରୁ ଜାଣିନିଅନ୍ତୁ
·1 hour ago·3 min read

Key Points
ଅତର ବନାମ ପରଫ୍ୟୁମ୍
ଆପଣ ଜାଣନ୍ତି କି ଏହାର ପ୍ରଭେଦ କଣ ?
ଖରାଦିନ ପାଇଁ କୋଉଟା ବେଷ୍ଟ ହୋଇଥାଏ ?
ଆପଣ ଜାଣନ୍ତି କି ଏହାର ପ୍ରଭେଦ କଣ ?
ଖରାଦିନ ପାଇଁ କୋଉଟା ବେଷ୍ଟ ହୋଇଥାଏ ?
ଖରାଦିନ ଆସିବା ମାତ୍ରେ ଶରୀରରୁ ପ୍ରବଳ ଝାଳ ବାହାରେ ଏବଂ ଶରୀର ଦୁର୍ଗନ୍ଧ ହୁଏ । ସାଙ୍ଗସାଥୀ, ଲୋକଙ୍କ ମେଳରେ ଝାଳଦେହରେ ବସିବା ଲାଗି ସମସ୍ତଙ୍କୁ ଅସହଜ ମନେ ହୁଏ । ଏଣୁ ଏପରି ଏକ ପରିସ୍ଥିତିରୁ ବର୍ତ୍ତିବା ଲାଗି ସମସ୍ତେ ଘରୁ ବାହାରିବା ମାତ୍ରେ ପରଫ୍ୟୁମ ବ୍ୟବହାର କରନ୍ତି । କିଛି ଲୋକ ଅତର ବି ବ୍ୟବହାର କରନ୍ତି । ଏହି ଉଭୟ ପ୍ରଡକ୍ଟ ଶରୀରରେ ବାସ ଭରିବା କାମ କରନ୍ତି । ବେଳେବେଳେ ଗୋଟିଏ ପ୍ରଶ୍ନ ଲୋକଙ୍କ ମନରେ ଦ୍ଵନ୍ଦ୍ଵ ସୃଷ୍ଟି କରେ ଯେ ଅତର ଓ ପରଫ୍ୟୁମ ମଧ୍ୟରେ ଫରକ୍ କଣ ଓ ଖରାଦିନ ପାଇଁ କେଉଁଟି ଭଲ ହୋଇଥାଏ ।
କିଛି ଲୋକ ଉଭୟ ପ୍ରଡକ୍ଟକୁ ଗୋଟିଏ ବୋଲି ଭାବିନିଅନ୍ତି । ମାତ୍ର ଅସଲ କଥା ହେଉଛି ଯେ ଏହାର ବାସ୍ନା, ତିଆରି କରିବା ପ୍ରକ୍ରିୟା ଓ ସ୍ଥାୟିତ୍ଵ ସମ୍ପୂର୍ଣ୍ଣ ଅଲଗା । ଯେଉଁଠି ଅତର ପ୍ରାକୃତିକ ତେଲ ଓ ଫୁଲର ବାସ୍ନାରୁ ତିଆରି ହୁଏ, ସେଇଠି ପରଫ୍ୟୁମ୍ ଆଲକୋହଲ୍ ଓ ଅନେକ ପ୍ରକାରର ସୁଗନ୍ଧଯୁକ୍ତ ରାସାୟନିକ ପଦାର୍ଥକୁ ବ୍ୟବହାର କରି ତିଆରି ହୋଇଥାଏ । ତେବେ ଆସନ୍ତୁ ଏଠାରେ ଜାଣିବା ପ୍ରକୃତରେ ଏହି ଦୁଇ ପ୍ରଡକ୍ଟ ଭିତରେ ପ୍ରଭେଦ କଣ ଓ ଗରମ ପାଇଁ କେଉଁଟା ଭଲ ?
ଅତରରେ ଆପଣଙ୍କୁ ଅନେକ ପ୍ରକାରର ସୁଗନ୍ଧ ମିଳିବ । ଏଥିରେ ସବୁଠୁ ଅଧିକ ଗୋଲାପ ଅତର, ଜାସ୍ମିନ୍ ଅତର, ଅଗରଉଡ୍ ଅତର, ଖସ୍ ଅତର ଏବଂ କସ୍ତୁରୀ ଅତର ସାମିଲ । ଏହି ଅତର ବେଶ ଗାଢା ହୋଇଥାଏ, ଯାହାଦ୍ଵାରା ଆପଣ ଶରୀରରେ ଏହାକୁ ଟିକେ ଲଗାଇଲେ ଏହା ସାରା ଦିନ ସୁଗନ୍ଧ ଦେଇଥାଏ । ଏହାକୁ ବ୍ୟବହାର କରିବାର ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ଅଲଗା । ଆପଣ ପରଫ୍ୟୁମକୁ ସ୍ପ୍ରେ କରୁଥିବାବେଳେ ଅତରକୁ ଶରୀର ଓ କପଡ଼ାରେ ଲଗାଯାଏ ।
ପଢନ୍ତୁ ଏହି ଖବର: କାହିଁକି ହୋଟେଲ ବେଡରେ ବିଛାଯାଏ ଧଳା ବେଡସିଟ୍, ରଙ୍ଗୀନ କାହିଁକି ନୁହେଁ ?

- ଅତର ବା ଇତର କଣ ?

- ଅତରଠାରୁ କିପରି ଭିନ୍ନ ପରଫ୍ୟୁମ୍ ?
ପଢନ୍ତୁ ଏହି ଖବର: କାହିଁକି ହୋଟେଲ ବେଡରେ ବିଛାଯାଏ ଧଳା ବେଡସିଟ୍, ରଙ୍ଗୀନ କାହିଁକି ନୁହେଁ ?
- ଖରାଦିନ ପାଇଁ କେଉଁଟା ଭଲ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories