Nude Photos / ଧୋକ୍କା ଦେଲା ଅଲିଅଳି ଝିଅ; ପ୍ରେମିକକୁ ପଠାଇଲା ମାଆର ନ୍ୟୁଡ୍ ଫଟୋ
·7 months ago·2 min read

Key Points
ପ୍ରେମରେ ନିର୍ବୋଦ୍ଧ ପାଲଟିଗଲା ଝିଅ
ପ୍ରେମିକକୁ ପଠାଇଲା ମାଆର ଅଶ୍ଳୀଳ ଫଟୋ
ଫୋନ ଦେଖି ଚମକି ପଡ଼ିଲା ପୁରା ପରିବାର
ପ୍ରେମିକକୁ ପଠାଇଲା ମାଆର ଅଶ୍ଳୀଳ ଫଟୋ
ଫୋନ ଦେଖି ଚମକି ପଡ଼ିଲା ପୁରା ପରିବାର
କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ନିଜ ଝିଅ ଓ ତାର ପ୍ରେମିକ ବିରୋଧରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଯୁବତୀ ଜଣକ ପ୍ରେମିକ କଥାରେ ପଡ଼ି ନିଜ ମାଆ ଓ ମାଉସୀଙ୍କ ଅଶ୍ଳୀଳ ଫଟୋ ପ୍ରେମିକକୁ ପଠାଇଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।
ପଢନ୍ତୁ ଏହି ଖବର: ବେଶ୍ୟାବୃତ୍ତି ପାଇଁ ବାଧ୍ୟ କଲେ ଶାଶୂଘର ଲୋକେ; ଜୀବନ ହାରିଲେ ମହିଳା
- ଫୋନରେ ଫଟୋ ଦେଖି ଚମକି ପଡ଼ିଲା ପରିବାର
- କେମିତି ଜଣାପଡ଼ିଲା ଘଟଣା ?
ପଢନ୍ତୁ ଏହି ଖବର: ବେଶ୍ୟାବୃତ୍ତି ପାଇଁ ବାଧ୍ୟ କଲେ ଶାଶୂଘର ଲୋକେ; ଜୀବନ ହାରିଲେ ମହିଳା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାର ଅଭିଯୋଗ କରିଛି ଯେ ଏହି ଆପତ୍ତିଜନକ ଫଟୋଗୁଡ଼ିକ ବରୁଣ ନାମକ ଜଣେ ଯୁବକକୁ ପଠାଯାଇଛି । ଏପରିକି ଯୁବତୀ ଜଣକ ମାଉସୀଙ୍କ ଗାଧୋଇବା ସମୟର ଫଟୋକୁ ମଧ୍ୟ ସେୟାର କରିଥିଲେ । ଚାଟ୍ରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ଫଟୋଗୁଡ଼ିକ ସେୟାର କରିବାକୁ ବାଧ୍ୟ କରିଥିଲେ । ଏହି ପୁରା ଘଟଣା ପରେ ଯୁବତୀଙ୍କ ସହିତ ପରିବାରର ଯୁକ୍ତିତର୍କ ହୋଇଥିଲା । ଏବେ ଯୁବତୀ ଜଣକ ଘର ଛାଡ଼ି ଚାଲିଯାଇଥିବା ପରିବାର କହିଛି । ଏବେ ବି ଯୁବତୀ ଜଣକ ବରୁଣ ସହିତ ବିବାହ କରିବାକୁ ଚାହୁଁଥିବା ପରିବାର ପୋଲିସକୁ କହିଛି । ସେପଟେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।
ଅଧିକ ଅପରାଧ ସମ୍ବନ୍ଧୀୟ ଖବର ପଢନ୍ତୁ..
ଅଧିକ ଅପରାଧ ସମ୍ବନ୍ଧୀୟ ଖବର ପଢନ୍ତୁ..
Related Topics
Explore more stories